ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

ରାଇରଙ୍ଗପୁର ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

 ରାଇରଙ୍ଗପୁର –  ରାଇରଙ୍ଗପୁରରେ ପ୍ରଥମ କରି ପ୍ରତିଷ୍ଠା ହୋଇଥିବା ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ପରିସରରେ ୭୭ତମ ଜାତୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଇଗ୍ନୋ ରିଜିଓନାଲ ସେଣ୍ଟର ଡାଇରେକ୍ଟର ଡଃ ବଂଶୀଧର ବାରିକଙ୍କ ଦ୍ବାରା ପତକା ଉତ୍ତୋଳନ କରାଯାଇଥିଲା । ପରେ ରାଷ୍ଟ୍ରଗୀତ ଗାନ କରାଯାଇ ଥିଲା। ଡଃ ବାରିକ ଇଗ୍ନୋ ଶିକ୍ଷାର ଗୁଣାତ୍ମକ ମାନ ଉପରେ ଏକ ସଚେତନତା ବାର୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ,କଲେଜର ଛାତ୍ର ଛାତ୍ରୀମାନଙ୍କ ସହିତ ଶିକ୍ଷକ,ଶିକ୍ଷୟିତ୍ରୀ,ଅଧ୍ୟାପକ ଓ ଅଙ୍ଗନବାଡୀ କର୍ମୀ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

 

Related posts

ଓଡ଼ିଶାର ଵିଶିଷ୍ଠ ସାରସ୍ୱତ ସାଧକ,ଦକ୍ଷ ସଙ୍ଗଠକ,ସମାଜସେବୀ ସ୍ବର୍ଗତ ଅଭୟ ଚରଣ ଚଳାନ ଙ୍କ ୮୪ ତମ ଜୟନ୍ତୀ ସମାରୋହ ପାଳିତ

Sunil Chandra Nayak

ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ କେବେ?  ୬ ମାସ ପରେଵି ହେଉନି ସରପଞ୍ଚ ପାଇଁ ଉପନିର୍ବାଚନ?

masiha

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!