ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମର୍ଦ୍ଦା ରୋଡ ରଘୁନାଥ ମହାନ୍ତି ବାସ ଭବନରେ ବିପୁଳ ସମ୍ବର୍ଦ୍ଧନା

ଅମର୍ଦ୍ଦା ରୋଡ ରଘୁନାଥ ମହାନ୍ତି ବାସ ଭବନରେ ବିପୁଳ ସମ୍ବର୍ଦ୍ଧନା

ବସ୍ତା ୩୦/୩(ଆପ୍ର) ବିଜୁ ଜନତା ଦଳରେ ଗତ ୨୫ତାରିଖରେ ପୂର୍ବତନ ବିଧାୟକ ମନ୍ତ୍ରୀ ରଘୁନାଥ ମହାନ୍ତି ସାମିଲ ହେବାପରେ ବସ୍ତା ରାଜନିତିର ସମିକରଣ ବଦଳିବାରେ ଲାଗିଛି । କିଛି ଦିନ ଆଗରୁ ପୂର୍ବତନ ବିଜେଡି ସାଂସଦ ଇଂ ରବିନ୍ଦ୍ର କୁମାରଜେନା ବିଜେପି ରେ ଯୋଗଦାନ ପୁଣି କ୍ରସଭୋଟିଙ୍ଗରେ ବସ୍ତା ବିଧାୟୀକା ଶ୍ରୀମତୀ ସୁବାସିନୀ ଜେନା ବିଜେଡି ଦଳରୁ ନିଳମ୍ବିତ ହେବାପରେ ଜେନା ସମର୍ଥକମାନେ ବିଜେଡି ଦଳକୁ ପରିତ୍ଯାଗ କରିଥିଲେ ।ଯାହାଫଳରେ ବାଲେଶ୍ବର ସମେତ ବସ୍ତା ନିର୍ବାଚନ ମଣ୍ତଳୀ ମୂରବିସୂନ୍ଯ ହୋଇପଡିଥିଲା । ଦିର୍ଘ ୨୫ବର୍ଷଧରି ବସ୍ତା ନିର୍ବାଚନ ମଣ୍ତଳୀ ବିଜେଡି ଅଗତିଆର କରିରଖିଥିଲା । ଏବେ କିନ୍ତୁ ରଜନିତୀର ସମିକରଣ ବଦଳିବାରେ ଲାଗିଛି ।ବିଜେଡି ସୁପ୍ରିମୋ ପୂର୍ବତନ ମୂଖ୍ଯମନ୍ତ୍ରୀ ନବିନ ପଟନାୟକ ମାଷ୍ଟର ର୍ଷ୍ଟୋକ ଖେଳିଛନ୍ତି ।ବାଲେଶ୍ବରରୁ ଜିବନ ପ୍ରଦୀପ ଦାସ ବସ୍ତାରୁ ଭେଟନାର ନେତା ରଘୁ ମହାନ୍ତିଙ୍କୁ ଦଳରେ ସାମିଲକରି ଛନ୍ତି ।ଯାହାଫଳରେ ଏଇ(୬)ଦିନ ମଧ୍ଯରେ ଯେଉ କର୍ମୀ ମାନେ ଅନ୍ଯଦଳକୁ ଯାବାପାଇଁ ଗୋଡ ବଢାଇଥିଲେ ସେମାନେ ପୁଣି ବିଜେଡି ଶିବିରରେ ଦେଖିବାକୁ ମିଳିଛି ।ଏ ନେଇ ଆଜି ଅମର୍ଦ୍ଦା ରୋଡ ସ୍ଥିତ ଶ୍ରୀଯୁକ୍ତ ମହାନ୍ତି ବାସଭବନରେ ବସ୍ତା ବାଲିଆପାଳ ଲଙ୍ଗଳେଶ୍ବର ଭୋଗରାଇ ଚନ୍ଦନେଶ୍ବର ସମେତ ସଦର ବ୍ଲକ ରୁ ଶତାଧିକ କର୍ମୀମାନେ ପହଞ୍ଚି ରଘୁମହାନ୍ତିଙ୍କୁ ଫୁଲତୋଡାଦେଇ ଅଭିନନ୍ଦନ ଯଣାଇ ଜଣାଇ ଖୁସି ମନାଇଥିଲେ ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ବ୍ଳକ ସ୍ତରୀୟ ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା

masiha

ରାଇଘର ବ୍ଲକରେ ଗଠନ ହେଲା ସ୍ବଚ୍ଛାସେବୀ ସଙ୍ଗଠନ , ଏକତା ସାମାଜିକ ସଂଗଠନ ନାମରେ ନାମିତ 

Sunil Chandra Nayak

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ

masiha

Leave a Comment

error: Content is protected !!