ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭୁନଗର ପଡାରେ ଥିବା ଶ୍ମଶାନର ଆଲୋକୀକରଣ ବ୍ଯବସ୍ଥା କରିବା ପାଇଁ ଦାବି

ସମ୍ଭୁନଗର ପଡାରେ ଥିବା ଶ୍ମଶାନର ଆଲୋକୀକରଣ ବ୍ଯବସ୍ଥା କରିବା ପାଇଁ ଦାବି

ଭବାନିପାଟଣା ମୁନିସିପାଲିଟି ସ୍ଥିତ ସମ୍ଭୁନଗର ପଡାରେ ଥିବା ଶ୍ମଶାନର ଆଲୋକୀକରଣ ବ୍ଯବସ୍ଥା କରିବା ପାଇଁ ପୁରୁଣାପଡ଼ା ଶ୍ମଶାନ ସୁରକ୍ଷା ସମିତି ତରଫରୁ ଆଜି ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରିଥିଲେ। ଏହି ଆବେଦନ ପତ୍ର ପ୍ରଦାନ ସମୟରେ ଦୁଖିଶ୍ଯାମ ପ୍ରଧାନ, ଲକ୍ଷ୍ମୀନାରାୟଣ ପଣ୍ଡା, ମାନସ ଜେନା, କମ୍ବୁପାଣି ପରିଛା, କାଳିପ୍ରସାଦ ଡାକୁଆ, ସୀତାକାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ, ଗୋପାଳ ମହାରଣା ପ୍ରମୂଖ ଉପସ୍ଥିତ ଥିଲେ। 

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଲୁକ୍କାୟିତ ପ୍ରତିଭା ଅନ୍ୱେଷଣର ଅନନ୍ୟ ଉତ୍ସବ ‘ସୁରଭି’ 

masiha

ଵାମନଘାଟୀ ଉପଖଣ୍ଡ ସ୍ତରୀୟ ସରଗି ଫୁଲ ଏବଂ ଭଲିବଲ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!