ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ସାହେବ ଅମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ

ବାବା ସାହେବ ଅମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ

ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ତଲସରା ବିରବିରା ଗ୍ରାମରେ ଭୀମଆର୍ମୀ ଆଂଚଳିକ କମିଟି ତରଫରୁ ବାବା ସାହେବ ଅମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ ହୋଈଯାଈଅଛି ।ଏଥିରେ ସମ୍ମାନୀତ ଅତିଥି ଭାବରେ ସଂଜୟ କୁମାର ଦୀପ,ପବନ କୁମାର ଲୂହା,ସୁରୁମଣୀ ସୁନାନୀ ,ଭୋଲାନାଥ ମହାନନ୍ଦିଆ,ଶ୍ରଦ୍ଧାକର ମହାନନ୍ଦିଆ ଯୋଗ ଦେଈଥିବା ବେଳେ ବକ୍ତା ଭାବରେ ଯୋଗେନ୍ଦ୍ର ରୋହିଦାସ (ସଂପାଦକ, ଜିଲ୍ଲା ରୋହିଦାସ ସେବାସଂଘ ସୁନ୍ଦରଗଡ) ସହିତ ଶଷ୍ଠୀ ମହାନନ୍ଦ ଯୋଗଦାନ କରି ବାବା ସାହେବ ଙ୍କ ଜୀବନି ଓ ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ ।ସମସ୍ତ ମଂଚାସିନ ଅତିଥୀ ବାବା ସାହେବ ଙ୍କ ବିଷୟରେ ଓ ସମ୍ବିଧାନ ର ଶକ୍ତି ବିଷୟରେ ଅବଗତ କରିଥିଲେ l ସଭାରେ ଆଂଚଳିକ ସଭାପତି ଛତ୍ରପତି ମିରି ଓ ସଂପାଦକ ଗୁରୁଦେବ ଗନ୍ଧା ସହ ସଭ୍ୟ ସୁନିଲ ବାଗ,ଯୁଥିଷ୍ଠିର ମିରି,ପ୍ରଦୁମ କିଶାନ,ଦୁଷ୍ମନ୍ତ କିଶାନ,କ୍ଷୀରୋଦ କିଶାନ,ଖଘେଶ୍ବର ପୋଢ ଦାୟିତ୍ବ ତୁଳାଈଥିବା ବେଳେ ରମେଶ ଜୟପୁରିଆ ସଭା ପରିଚାଳନା କରିଥିଲେ | ସଭାଶେଷ ପରେ ଏକ ବାଈକ ଶୋଭାଯାତ୍ରା ବିରବିରା ଛକ ଯାଏ ବାହାରିଥିଲା ଓ ସଭାସାଂଗ କରାଯାଈଥିଲା

ସୁନ୍ଦରଗଡ ଜିଲ୍ଲା ରୁ ଟୋନିସ ରୋହିଦାସ ଙ୍କର ରିପୋର୍ଟ.

Related posts

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଇଡା ର ୧୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ପାଳନ 

Sunil Chandra Nayak

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ 

masiha

Leave a Comment

error: Content is protected !!