ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବପଡା ଗ୍ରାମରେ ବାଦୀପାଲା ଉଦଯାପିତ

ଆମ୍ବପଡା ଗ୍ରାମରେ ବାଦୀପାଲା ଉଦଯାପିତ

ଢେଙ୍କାନାଳ – ଗଁଦିଆ ବ୍ଲକ କରମୂଳ ଗ୍ରାମ ପଂଚାୟତ ଆମ୍ବପଡା ଗ୍ରାମରେ ବାଦୀପାଲା ଅନୁଷ୍ଠିତ ହେଇଯାଇଛି l ଗାୟକ ଶିଶିର ପାଢ଼ୀ ଓ ସାଥି ଅନ୍ୟ ଗାୟକ ବିଶ୍ୱନାଥ ସ୍ୱାଇଁ ଓ ସାଥି ମାନଙ୍କ ଦ୍ୱାରା ବାଦୀପାଲା ପରିବେଷଣ କରାଯାଇଥିଲା lଆଧୁନିକ ଯୁଗରେ ପାଲାସଂସ୍କୃତିକୁ ବଜାଇ ରଖିବା ପାଇଁ ଆମ୍ବପଡା ଗ୍ରାମର ଯୁବ ଗୋଷ୍ଟି ଅଂଟାଭିଡ଼ିଛନ୍ତି.l କଳା ସଂସ୍କୃତି ସାହିତ୍ୟ ଉଦ୍ଜୀବିତ ପାଇଁ ପ୍ରୟାସ ଜାରି ରଖିବାକୁ ଶପଥ ଗ୍ରହଣ କରିଛନ୍ତି l. ବର୍ତମାନ ପରିସ୍ଥିତିରେ ସମାଜରେ ଘଟୁଥିବା ବିଭିନ୍ନ ଅପ ସଂକୃତି ରୁ ମୁକୁଳିବାକୁ ହେଲେ ମାନବ ସମାଜକୁ ପାଲା ସଂସ୍କୃତି ମଧ୍ୟ୍ୟ ମରେ ପିଲା ଠୁ ବୟସ୍କ ମାନେ କିଛି କିଛି ହିତପଦେଶ ଗ୍ରହଣ କରି ନିଜର ଦୈନନ୍ଦିନ ଜୀବନ କାର୍ଯ୍ୟ କାରି କରିବାକୁ ଗାୟକ ବନ୍ଧୁ ମାନେ ପାଲା ପରିବେଷଣ ମାଧ୍ୟ୍ୟମରେ ବୁଝାଇଥିଲେ l ପାଲା ର ମୁଖ୍ୟ ସଂସ୍କାର ଗ୍ରାମ ଏକତା ଜ୍ଞାନ ବାଣ୍ଟିବ l ପାଲା ଶୁଣିବ ସମୟରେ ଧନୀ ଗରିବ ଜାତି ଧର୍ମ ବର୍ଣ୍ଣ ଏକାଠି ବସି ପାଲା ଶ୍ରାବଣ କରନ୍ତି.l ଦ୍ୱିତୀୟ ରାତିରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ପ୍ରଭୁ ସତ୍ୟନାରାୟଙ୍କ ଆଶ୍ରିବାଦ ପ୍ରାପ୍ତ ସହ ଯୁବ ଗୋଷ୍ଟି ଙ୍କୁ ଉତ୍ସହିତ କରିଥିଲେ lକାର୍ଯ୍ୟକ୍ରମ କୁ ସରସ ସୁନ୍ଦର ପାଇଁ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ.l କର୍ତ୍ତା ହିସାବରେ ସୁଦର୍ଶନ ପଣ୍ଡା ପୁରୋହିତ ହିସାବରେ ପ୍ରଫୁଲ ଶତପଥି ଆସ୍ଥାନ ପୂଜା କରିଥିଲେ l ଆମ୍ବପଡା ଗ୍ରାମ୧୯୮୪ ମସିହାରୁ ଆରମ୍ଭ କରିଥିବା ବୟସ୍କ ମାନଙ୍କୁ ପୂଜ୍ୟପୂଜାର ବ୍ୟବସ୍ଥା କରି ସମସ୍ତଙ୍କୁ ଉତ୍ତରୀୟ ସହ ଉପଢ଼ୋକନ ପ୍ରଦାନ କରଯାଇଥିଲା l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

“ଶିକ୍ଷା ବଞ୍ଚାଅ…ଦେଶ ବଞ୍ଚାଅ”   ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ କରି ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ଧାରଣା

Sunil Chandra Nayak

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

masiha

ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!