ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଓ ଆରକ୍ଷୀ ଅଧୀକ୍ଷକ ମୟୂରଭଞ୍ଜ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଓ ଆରକ୍ଷୀ ଅଧୀକ୍ଷକ ମୟୂରଭଞ୍ଜ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି.       

ରାଇରଙ୍ଗପୁର – ୧୯/୦୫ — ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପାଞ୍ଚ ପିଢ ଉପଖଣ୍ଡ ନିମନ୍ତେ, ଉପ ଜିଲ୍ଲାପାଳ ପାଞ୍ଚପୀଢ କରଞ୍ଜିଆ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ରେ ଚଳିତ ମାସର ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି. ଉକ୍ତ ଶିବିରରେ ମୋଟ 97 ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ, 81 ଗୋଟି ବ୍ୟକ୍ତିଗତ ସମସ୍ୟା ଓ 16 …ଗୋଟି ସାମୂହିକ ସମସ୍ୟା ସମ୍ବଳିତ. ତନ୍ମଧ୍ୟରୁ ରୋଗରେ ପୀଡିତ 07 ଜଣ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ମୋଟ 46000 / ଆର୍ଥିକ ସହାୟତା ପ୍ରଦାନ କରାଯିବ। ପାଇଁ ସୁପାରିଶ କରାଯାଇଥିଲା . ଆଗତ ୮ ଗୋଟି ଅଭିଯୋଗ ଆଶୁ ସମାଧାନ କରାଯାଇଥିଲା.. ଜିଲ୍ଲାପାଳ ମୟୂର ଭଞ୍ଜ ଶ୍ରୀଯୁକ୍ତ ହେମକାନ୍ତ। ସୟ ‘ ଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଠିତ ଉକ୍ତ ଶୁଣାଣି ପ୍ରକୋଷ୍ଠ ରେ , ଅନ୍ୟ ମାନଙ୍କ ମଧ୍ୟରେ , ଆରକ୍ଷୀ ଅଧୀକ୍ଷକ ମୟୂରଭଞ୍ଜ ଶ୍ରୀଯୁକ୍ତ ବରୁଣ ଗୁଣ୍ଟୁ ପାଲି, ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ଶ୍ରୀଯୁକ୍ତ ଅଜିତକୁମାର…,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଇରଙ୍ଗପୁର ଶ୍ରୀଯୁକ୍ତ ଯଦୁନାଥ ଜେନା, ।

            ଉପ-ଜିଲ୍ଲାପାଳ ପାଞ୍ଚ ପିଢ କରଞ୍ଜିଆ ଡ.ଦୟା ସିନ୍ଧୁ ପରିଡା, ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା କରଞ୍ଜିଆ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରକାଶ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର୍ ଧନୁର୍ଜୟ ମହାନ୍ତ ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆ ଡାକ୍ତର ନଗେନ୍ଦ୍ର କୁମାର ମହାପାତ୍ରବଏବଂ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ପ୍ରମୁଖ ଙ୍କ ଉପସ୍ଥିତିରେ ଆଗତ ସମସ୍ତ ଅଭିଯୋଗ ର ଶୁଣାଣି ସମ୍ପନ୍ନ ହୋଇଥିଲା ବୋଲି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ.।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

କଳାହାଣ୍ଡି ଜିଲ୍ଲା “ଦିଶା” ବୈଠକ: ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ସାଂସଦ ମାଳବିକା ଦେବୀ

Sunil Chandra Nayak

କନ୍ତୁରୁ ମହିମା ଆଶ୍ରମ ରେ ବାର୍ଷିକ ଉତ୍ସବ ପାଳିତ 

masiha

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

Leave a Comment

error: Content is protected !!