ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

ଚନ୍ଦାହାଣ୍ଡି (ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଶୋଭେନ କୁମାର ମଣ୍ଡଳ କାର୍ଯ୍ୟ ରେ ଯୋଗ ଦେବା ଅବସରରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(NPS) ,ଚନ୍ଦାହାଣ୍ଡି ସଭାପତି ବିଶ୍ୱରଂଜନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ସ୍ୱାଗତ ସମାରୋହ ରେ ଏବିଇଓ ପ୍ରେମଚାନ୍ଦ ସିଂ ଧୁରୁଆ, ବିଜୟାନନ୍ଦ ସୋରି,ନୀଳକଣ୍ଠ ଦାଶ, ତ୍ରିପତି ଦଳେଇ , ଏମ ବିଘ୍ନେଶ୍ବର ଆଚାରୀ, ସୌରୀ ରଞ୍ଜନ ସାହୁ, ରେଣୁଧର ପୂଜାରୀ, ଶୋଭାସିଂ ପୋଡ଼,ରଞ୍ଜିତ ସାହୁ,ଆଶିଷ ରଞ୍ଜନ ଖମାରୀ, ରବୀନ୍ଦ୍ର ନାୟକ, ରାଜେଶ୍ୱର ଦଣ୍ଡସେନା, ଡିଙ୍ଗର ସିଂ ଜଗତ,ଲକ୍ଷ୍ମୀଧର ପୂଜାରୀ, ତିଲ ଚାନ୍ଦ ନାୟକ, ବୀରବର ପଣ୍ଡା,ହରେକୃଷ୍ଣ ସାହୁ,ଛବିଲାଲ କୋଲଥିଆ, ହେମଲାଲ ନାୟକ, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ୧୦ ଟି କ୍ଲଷ୍ଟର ର ସିଆରସିସି ମାନଙ୍କ ଦ୍ଵାରା ମଧ୍ୟ ବରିଷ୍ଠ ସିଆରସିସି ଅଭିରାମ ବଗର୍ତ୍ତି ଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଅନ୍ୟ ଏକ ଗୁରୁକୂଳ ଆଶ୍ରମର ଆଚାର୍ଯ୍ୟ ଲକ୍ଷ୍ମୀଧର ପ୍ରଧାନ

Sunil Chandra Nayak

ଫୁଫଗାଁ ରେ ଦଣ୍ଡପଟିଆଣି ଦେବୀ ଙ୍କ ଦଶହରା, ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡ଼୍ୟାନ୍ସ ଅନୁଷ୍ଠିତ

Sunil Chandra Nayak

କେସିଙ୍ଗା ସହରରେ ସିସିଟିଭି ଲଗାଇବାକୁ ଏନ୍ଏସି ପାରିଷଦ ବର୍ଗ ପକ୍ଷରୁ ଦାବି

Leave a Comment

error: Content is protected !!