ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଉତ୍ସବ-୨୦୨୩ ପାଇଁ ବିଭିନ୍ନ କମିଟି ର ବୈଠକ , ଉତ୍ସବ ର ଲୋଗୋ ଉନ୍ମୋଚିତ ।

ଧର୍ମଗଡ:୧୨/୧୨/୨୨:/ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ -୨୦୨୩ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ବିଭିନ୍ନ କମିଟିର ବୈଠକ ସବୁ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡିଓ ଶରତ କୁମାର ସେଠି, ତହସିଲଦାର ହରେକୃଷ୍ଣ ବରିହା, ସହକାରୀ ଉପ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂହ ଙ୍କ ସମେତ ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ପ୍ରଣାମ କଳାହାଣ୍ଡି ଅଧ୍ୟକ୍ଷ ବିଦ୍ୟାଧର ସାହୁ, ମଞ୍ଚ ପ୍ରସ୍ତୁତି କମିଟି ଅଧ୍ୟକ୍ଷ ହଲ ଧର ନିଆଲ୍, ଗ୍ରାଉଣ୍ଡ କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ମୁନି, କୋର କମିଟି ସଦସ୍ୟ ହୃଷିକେଶ ମିଶ୍ର, ଲିଙ୍ଗରାଜ ପାତ୍ର, ବୈଦ୍ୟନାଥ ବେହେରା, ଇଙ୍ଗିତ କୁମାର ପଣ୍ଡା, ରାଜେନ୍ଦ୍ର ମୁନି, ଗୋବିନ୍ଦ ସାହୁ, ଶ୍ରବଣ ଅଗ୍ରୱାଲ, ମାଧବ ଲହଜାଲ, ବିକାଶ ଭାରତୀ ସାହୁ ଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଭାଗ ନେଇ ଥିଲେ। ଏହି ଅବସର ରେ ପ୍ରଚାର ପ୍ରସାର କମିଟି ପକ୍ଷରୁ ପ୍ରସ୍ତୁତ ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ର ଲୋଗୋ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ରମେଶ ସିଂ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଆମଦେଶ ସ୍ୱାଧୀନ

Sunil Chandra Nayak

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!