ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ଦିନ ହେଲା କାମ କରୁନାହିଁ ଗୋଳାମୁଣ୍ଡା ଏସ ବି ଆଇ ଏ ଟି ଏମ ଲୋକେ ହଇରାଣ

ଗୋଳାମୁଣ୍ଡା 3/2  // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଅଂଚଅଳରେ ଥିବା ଏକମାତ୍ର ଏସ ବି ଆଇ ଏ, ଟି,ଏ ମ ଆଜକୁ ଚାରି ଦିନ ହେବ କାମ କରୁନାହିଁ ଯାହାଦ୍ୱାରା ଏହାକୁ ଭରସା କରି ଦୂର ଦୁରାନ୍ତ ରୁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଲିଛି ।  ଏଣୁ ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଦୃଷ୍ଟି ଦେଇ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଅଂଚଳ ବାସି ଦାବି କରୁଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ସମାଜସେବୀ ସଂଗଠନ “ଲେଟସ୍ ୱାକ୍ ଟୁଗେଦର୍” ର ବୈଠକ

masiha

ବିଜୁବାବୁଙ୍କ ଜୟନ୍ତୀ ଅବସରରେ  ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l କୋଲନରା ବ୍ଲକ କଟିକଣ।ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!