ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହାସିକ ପୋଡାଗଡ଼ ମଣ୍ଡେଇ ଉଦଯାପିତ   

ନବରଙ୍ଗପୁର–(ମସିହା )ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଐତିହାସିକ ପର୍ଜ୍ୟଟନ ସ୍ଥଳୀ ପୋଡାଗଡ ମଣ୍ଡେଇ ମହା ସମାରୋହରେ ଉଦଯାପିତ ହୋଇଜାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ। ପୋଡାଗଡ଼ ମଣ୍ଡେଇ ପରିଚାଳନା ପାଇଁ ସେବାୟତ ଚାରିଟେବଲ ଟ୍ରଷ୍ଟ ର କର୍ମକର୍ତା ଯଥା ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତମ ଭତରା ଓ ତିନିମୁଠାର ପୂଜାରୀ ଯଥା ହୀରାପୁର ଦେବ ପୂଜାରୀ ପରିଆ ମୁଠାର ସୁକାଳୁ ପୂଜାରୀ ଓ ଈଶ୍ୱର ମାଝୀ ଙ୍କ ସହିତ ପୋଡାଗଡ଼ ର କୃଷ୍ଣ ପୂଜାରୀ ଓ ବିଞ୍ଜାଲ ପୂଜାରୀ ପୂର୍ଣ୍ଣ ପୂଜାରୀ, ନାରାୟଣ ପୂଜାରୀ, ଦୟା ପୂଜାରୀ ତୋରେଙ୍ଗା ର ଉପସ୍ଥିତ ଥିଲେ ।ଏହି ମଣ୍ଡେଇ ଉତ୍ସବ ରେ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ପରିଚାଳନା ଦାଇତ୍ୱ ନେଇଥିଲେ। ଅନ୍ୟାନ୍ୟ କର୍ମକର୍ତା ଜଳଧର ମାଝୀ. ଈଶ୍ୱର ମାଝୀ ଶୁକମାନ ପୂଜାରୀ, ସୁକାଳୁ ପୂଜାରୀ, ଭରମଦାସ ବିଶୋଇ, ତୁଳସିରାମ ଭତରା ,ମୋହନ ପୂଜାରୀ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ନୂଆପଡାରେ ରାଜସ୍ୱ ସମୀକ୍ଷା ବୈଠକ। ଜନଅଭିଯୋଗର ତ୍ୱରିତ ଫଇସଲା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ; ବୋଡେନର ମନବୋଧ ମାଝୀ ପାଇଲେ ‘ରାଜସ୍ୱ ମିତ୍ର’ ପୁରସ୍କାର

ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

Sunil Chandra Nayak

ଠାକୁରାଣୀଵେଡା ରାସ୍ତା ଵେହାଲ; ଦିର୍ଘ ଦଶନ୍ଧୀ ଧରି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ; ଦଶ ହଜାରରୁ ଉର୍ଦ୍ଧ୍ବ ଲୋକେ ହନ୍ତସନ୍ତ 

masiha

Leave a Comment

error: Content is protected !!