ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ବାଣପୁର:- ଚଳିତ ବର୍ଷ ଧୁମ୍ ଧାମରେ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା। ଗତ ଦୁଇରୁ ତିନି ବର୍ଷର କୋଭିଡ କଟକଣା ପରେ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମହା ଆଡମ୍ବରରେ ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା। ଏନେଇ ପଞ୍ଚୁଦୋଳ ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଜାରି ରହିଥିବା ବେଳେ । ଆଜି ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ଭାଗବତୀ ଓ ଚରଣ ଚକାଦେବ ଙ୍କ ନିକଟରୁ ଆଜ୍ଞା ମାଳ ଆସି ପଲଟଣ ପଡ଼ିଆ ମଧ୍ୟରେ ଥିବା ଯଜ୍ଞ ମଣ୍ଡପ ପରିସରରେ ଆସନ୍ତା ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି।।

ବାଣପୁରରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ରାକ୍ଷୀ ପୂର୍ଣ୍ଣିମା

masiha

ଭାଗବତ, ଗୋପଲୀଳା ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

Leave a Comment

error: Content is protected !!