ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

ରାୟଗଡ଼ା – ତା ୦୨/୦୩ ରିଖ୍ ରେ ରାୟଗଡାର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଦ୍ଵାରା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଅଂଚଳ ଗସ୍ତ କରି ଆବାଡା ଓ କୋରେଦା ଗ୍ରାମରେ ନୂତନ ନିର୍ମିତ ମାତୃ ଶିଶୁ ପୋଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ।

ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତିଙ୍କ ଉନ୍ନତି, ମାତୃ ଓ ଶିଶୁ ପୋଷଣ ହିନତା ରୋକିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟକମ୍ କରାଯାଇଥିଲା। ପ୍ରଥମେ ଜିଲ୍ଲାପାଳଙ୍କ ଦ୍ଵାରା ନୂତନ ନିର୍ମିତ ମାତୃ ଓ ଶିଶୁ ପୋଷଣ କେନ୍ଦ୍ରର ଉଦ୍ଘାଟନ କରାଯାଇଥିଲା। ତାପରେ ସୁଖିଲା ଖାଦ୍ୟ ଓ ସାହାୟତା ପ୍ରଦାନ୍ କରାଯାଇଥିଲା। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ବାଲାଜି ସେଠୀ ଙ୍କ ଗଳ୍ପ ସର୍ତ୍ତର ସମ୍ପର୍କ 

Sunil Chandra Nayak

ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!