ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପ୍ର ଫାଉଡେସନ୍ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ

 ମୟୂରଭଞ୍ଜ -୨୨/୪ (ମସିହା)ଆଜି ବିପ୍ର ଫାଉଣ୍ଡେସନ ରାଇରଙ୍ଗପୁର ଶାଖା ତରଫରୁ ଫାଟକ ଚୋବେଇ ଧର୍ମଶାଳାଠାରେ ଭଗବାନ ପର୍ଶୁରାମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି |ଏଥିରେ ଜାତୀୟ ଉପଦେଷ୍ଟା ଜଗଦୀଶ ମିଶ୍ରା,ସଭାପତି ସୁନିଲ କୁମାର ଚୌବେ,ରାଜ୍ୟ ସମ୍ପାଦକ ମହେଶ ଶର୍ମା,ବିଷ୍ଣୁ ଶର୍ମା,ସମ୍ପାଦକ ବଦରି ଶର୍ମା, ଆକାଶ ଶର୍ମା ଓ କୋଷାଧକ୍ଷ ରାକେଶ ଶର୍ମା ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଭଗବାନଙ୍କୁ ସମସ୍ତଙ୍କର ମଙ୍ଗଳ ପ୍ରାଥନା କରିଥିଲେ |ଏହି ଅବସରରେ କମିଟୀ ପକ୍ଷରୁ ସରବତ ବଣ୍ଟନ କରାଯାଇଥିଲା | ସନ୍ଧ୍ୟା ସମୟରେ ବିରାଟ ଶୋଭାଯାତ୍ରାର ଆୟୋଜନର କରି ସହର ପରିକ୍ରମା କରିବେ ବୋଲି ସୂଚନା ଦେଇଛନ୍ତି |କମିଟୀ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା |

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ବାଳ ଙ୍କ ରିପୋର୍ଟ

 

Related posts

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶ ରେ ସମୂହ ଦୀପ ପ୍ରଜ୍ବଳନ

ତେନ୍ତୁଳିଖୁଣ୍ଟି ବ୍ଲକ : ଓଡିଶା ମିଲେଟ ମିଶନ ସଚେତନତା ରଥ ଶୁଭାରମ୍ଭ

ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ମହିଳା କୃଷି ତାଲିମ୍ ଶିବିର 

Sunil Chandra Nayak

Leave a Comment

error: Content is protected !!