ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗକୁ ବର୍ଷା ଦିନକୁ ନଜରରେ ରଖି ପୈାରପାଳିକା ସଫେଇ କର୍ମଚାରୀମାନେ ଡ୍ରେନଗୁଡିକୁ ସଫା କରିବାରେ ବ୍ୟସ୍ତ

ଆଗକୁ ବର୍ଷା ଦିନକୁ ନଜରରେ ରଖି ପୈାରପାଳିକା ସଫେଇ କର୍ମଚାରୀମାନେ ଡ୍ରେନଗୁଡିକୁ ସଫା କରିବାରେ ବ୍ୟସ୍ତ । ବର୍ଷା ଦିନକୁ ନଜରରେ ରଖି ଢେଙ୍କାନାଳ ପୈାରପାଳିକା ପକ୍ଷରୁ ରାସ୍ତାର ବାମ ଓ ଡାହାଣ ପାର୍ଶ୍ଵରେ ଥିବା ଡ୍ରେନ୍ ଗୁଡିକୁ ସଫେଇ କର୍ମଚାରୀମାନେ ଯୋରସୋରରେ ସଫା କରୁଛନ୍ତି। ପୈାର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ଙ୍କ ତତ୍ବାବଧାନରେ ଏହି ସଫେଇ କାର୍ଯ୍ୟକ୍ରମ ଯୋରସୋରରେ ଚାଲୁରହିଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ତାନଶ୍ରୀ

masiha

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ

Sunil Chandra Nayak

ଆଲୁମନି ଆସୋସିଏସନ୍ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!