ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଗୁରୁତର ବ୍ୟକ୍ତିଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପାପଡାହାଣ୍ଡି 16/5, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୁଆକଟ ପଞ୍ଚାୟତ କିଡିଙ୍ଗଗୁଡା ଗ୍ରାମର ରଘୁ ଗୌଡ ଙ୍କ ମଙ୍ଗଳବାର ସାପ କାମୁଡାରେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଛି | ଖାଇ ସାରିବା ପରେ ସେ ଶୋଇଥିବା ସମୟ ରେ ରାତ୍ର ପ୍ରାୟ ତିନିଘଣ୍ଟା ସମୟରେ ବିଷାକ୍ତ ସାପ ତାଙ୍କ ଡାହାଣ ଛାତି ପାଖରେ କାମୁଡି ଦେଇଥିଲା | ସାପ କାମୁଡିବା ପରେ ରଘୁଙ୍କ ଅବସ୍ଥା ଗୁରୁତର ହୋଇଥିଲା | ଏହା ଜାଣିବା ପରେ ତାଙ୍କ ସ୍ତ୍ରୀ ଆଖ ପାଖ ପଡୋଶୀଙ୍କୁ ଉଠାଇ 108 ଆମ୍ବୁଲାନ୍ସ କୁ ଫୋନ ମାଧ୍ୟମରେ ଜଣାଇ ତୁରନ୍ତ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଙ୍କର 6.30 ସମୟରେ ମୃତ୍ୟୁ ହୋଇଥିବା ଡ଼. ସୂଚନା ଦେଇଛନ୍ତି | ଏନେଇ ମୈଦଳପୁର ପୋଲିସ 6/23 ରେ ଏକ ଅପ ମୃତ୍ୟୁ ୠଜୁକରି ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ କରିବା ପାଇ ପଠାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

masiha

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

Sunil Chandra Nayak

ବେଦାନ୍ତ ନନ୍ଦଘରରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!