ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଙ୍କ କୃତିତ୍ୱ 

ନର୍ଲା/ମସିହା /23/06/23 // ଚଳିତ ଶିକ୍ଷାବର୍ଷ ରେ ସରସ୍ବତୀ ଶିଶୁ ମନ୍ଦିର ନର୍ଲାର ଛାତ୍ର ସୋହମ ସାଗର ରାଉତ ନବୋଦୟ ପାଇବାର କୃତିତ୍ୱ ହାସଲ କରିଛନ୍ତି l ଏହି କୃତିତ୍ୱର ଶ୍ରେୟ ସେ ଗୁରୁଜୀ, ଗୁରୁମା, ପିତାମାତା, ଅଜା ଆଇ ତଥା ଟିଉସନ ଶିକ୍ଷକ ସୁଶାନ୍ତ ବାରିକ ଙ୍କୁ ଦେଇଛନ୍ତି l ସେ ତୁଳଗାଁ ନିବାସୀ ଜୟଶଙ୍କର ରାଉତ ଓ ନିରୁପମା ରାଉତଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି l ନାତିର ଏହି କୃତୀ ପାଇଁ କବି ତଥା ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ଖୁସି ବ୍ୟକ୍ତ କରିଛନ୍ତି l

ଦୀପକ କୁମାର ଠାକୁର, ନର୍ଲା

Related posts

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

masiha

ଆବାସ ଗୃହରୁ ବଞ୍ଚିତ ବିଳାଶ,ମାଟି କୁଡ଼ିଆ ଘରେ ରହୁଛନ୍ତି ପରିବାର ଲୋକେ 

ନୂଆପଡ଼ାରେ ICDSର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!