ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଲକ , ଇନ୍ଦ୍ରାବତୀ ଜଳଭଣ୍ଡାରରେ ସରକାରଙ୍କ ମତ୍ସ ବିଭାଗ ପକ୍ଷରୁ ପିଞ୍ଜରା ମଧ୍ୟରେ ମାଛ ଚାଷ ର ଶୁଭ ଉଦ୍ଘାଟନ

ଆଜି ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସରକାରଙ୍କ ମତ୍ସ ବିଭାଗ ପକ୍ଷରୁ ପିଞ୍ଜରା ମଧ୍ୟରେ ମାଛ ଚାଷ ର ଶୁଭ ଉଦ୍ଘାଟନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିସାରିଙ୍କ କରକମଲ ରେ ଆରମ୍ଭ କରାଯାଇଛି। ଆରମ୍ଭରେ ତିରିଶି ଜଣ ମତ୍ସ୍ୟ ଚାଷିଁଙ୍କୁ ତାଲିମଦେଇ ଆରମ୍ଭ ହୋଇଛି, ପରବର୍ତ୍ତୀ ସମୟରେ ଏକ ଶହ ଏହିଭଳି ସମିତି ଚିହ୍ନଟ କରାଯାଇ ଏହି ଯୋଜନାକୁ ବୃଦ୍ଧି କରାଯାଇ ତାଙ୍କର ଜୀବନ ଜୀବିକା ପାଇଁ ସହଯୋଗ କରାଯିବ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଣ ସହ ସ୍ଥାନୀୟ ବିଧାୟକ ଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟା ଜୋନ ୧, ବ୍ଲକ ଉପାଧ୍ୟକ୍ଷ, ଆତ୍ମା ସଭାପତି ଥିଆମୂଲ୍ ରାମପୁର ମାଣିକ୍ୟ ନାୟକ, ଜୟପାଟଣା ଆତ୍ମା ସଭାପତି ଶୈଳେନ୍ଦ୍ର ରାଜ, ପୂର୍ବତନ ଉପାଧ୍ୟକ୍ଷ ଦ୍ବୟ, ବହୁ ମତ୍ସ୍ୟ ଚାଷୀ ,ମହିଳା ସୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେ ଅନଶନ ରେ ବସିଥିବା ଆନ୍ଦୋଳନ କାରୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ହେପାଟାଇଟିସ ଦିବସ-୨୦୨୫ ପାଳିତ

Sunil Chandra Nayak

Rashtriya Ekta Diwas Observed at DRM Office, Rayagada

Sunil Chandra Nayak

Leave a Comment

error: Content is protected !!