ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ରେକିଂ // ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଛି

ବ୍ରେକିଂ // ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଛି 

ଜୟପାଟଣା ଥାନା ମୁଖୀଗୁଡା ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି।ମୃତ ବୃଦ୍ଧା ମୁଖୀଗୁଡା ଗ୍ରାମର ହେମା ପଟେଲ(୮୦) ବୋଲି ଜଣାପଡ଼ିଛି।ତିନି ଦିନ ତଳେ ନିଖୋଜ ଥିଲେ।ତେବେ ତାଙ୍କ ହାତ, ଗୋଡ଼ ଓ ବେକ କୁ ଏକ ଦଉଡ଼ିରେ ବନ୍ଧା ଯାଇଥିବା ବେଳେ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି।ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related posts

ଅବକାରୀ ଚଢ଼ାଉ,୨ ଜଣ ଗିରଫ 

masiha

ଗଞ୍ଜେଇ ସହ ବାଇକ,ପିକ ଅପ୍ ଗାଡି ଜବତ : ୩ ବ୍ୟକ୍ତି ଗିରଫ

Sunil Chandra Nayak

ଜୁନାଗଡ଼ ରେ ଡିଜିଟାଲ ପେମେଣୁ ଠକେଇ ଅଭିଯୋଗ। ଅଗ୍ରସେନ ଭବନରୁ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଲେ ବଣିକ ସଂଘ ସଦସ୍ୟ..

Sunil Chandra Nayak

Leave a Comment

error: Content is protected !!