ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ 

ରାଇରଙ୍ଗପୁରରେ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ 

 ମୟୂରଭଞ୍ଜ – ୧୧/୦୨ ( ମସିହା) ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଦିନ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ ସଭାପତି ଆର୍ତ୍ତବଂନ୍ଧୁ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ରବୀନ୍ଦ୍ର ବେରା, ପୂର୍ଣଚନ୍ଦ୍ର ଚୌଧୁରୀ, ଭରତ ଚନ୍ଦ୍ର ସେଠୀ,ସତ୍ୟ ନାରାୟଣ ବେହେରା ପଙ୍କଜ ଯେନା, ବୃନ୍ଦାବନ ମହାନ୍ତି,ସର୍କଲ ସେକ୍ରେଟାରୀ ଅଶ୍ବିନୀ ପଣ୍ଡା,ଡିଭିଜନ ସଂପାଦକ ରାମ ଦୁଲାଲ ରାୟ, ରାମଚନ୍ଦ୍ର ନାୟକ, ତ୍ରିଲୋଚନ ମହାରଣା, ବିଜୟକୃଷ୍ଣ ମହାନ୍ତି,, ଜଗନ୍ନାଥ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ଵର,ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ୪୦୦ ରୁ ଉର୍ଦ୍ଧ୍ବ ଏହି ସଂଗଠନର ସଦସ୍ୟ ତଥା କର୍ମଚାରୀ ଯୋଗ ଦେଇଥିଲେ । କର୍ମଚାରୀ ବୃନ୍ଦ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିଥିଲେ ।ବିଶେଷତଃ ସେମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କରାଯାଉଛି ସେଥିପାଇଁ ପାରିଶ୍ରମିକ ମିଳୁ ନାହିଁ, ଆବଶ୍ୟକୀୟ ଛୁଟି ମିଳୁ ନାହିଁ,ମନ ଇଛା ବଦଳି କରାଯାଉଛି , ଚାକିରୀ ସ୍ଥାୟୀତ୍ବ କରାଯାଉନାହି, କେଡର ପଦୋନ୍ନତି ନ କରିବା ,ଇପିଏଏଫ,ଇଏସଆଇ ଠିକ୍ ସମୟରେ ଡିପୋଜିଟ କରାଯାଉ ନାହିଁ, ଟାର୍ଗେଟ ପୂରଣ ନ ହେଲେ ଜବରଦସ୍ତ ଦରମା କାଟୁଛନ୍ତି । ନେତୃବୃନ୍ଦ କହିଥିଲେ ସଂଘଂ ଶରଣଂ ଗଛାମି ।ପାଓ୍ଵାର ଏମ୍ପଲୟଜ ୟୁନିୟନର ଅତୀତରେ ବିଦ୍ୟୁତ କର୍ମଚାରୀଙ୍କ ସ୍ଵାର୍ଥକୁ ନେଇ ଲଢ଼ୁଥିଲା ଏବଂ ଆଗକୁ ମଧ୍ଯ ସଂଗ୍ରାମ କରିବ । ସମସ୍ତ କର୍ମଚାରୀ ପାଓ୍ବାର ଏମ୍ପଲୟଜ୍ ଛତା ତଳେ ରହି ଗ୍ରାମ ଜାରି ରଖିଲେ ବିଜୟ ସହିତ ସମାଧାନ ହେବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅନୁଷ୍ଠିତ ହେଲା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

masiha

ବର୍ଷା ପାଇଁ ବଡ଼ଓଲମା ରେ ବେଙ୍ଗ ବେଙ୍ଗୁଲି ବାହାଘର

masiha

ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଦାବି

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort