ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜଗୋପାଳ ନଗରରେ ସରlବ ବନ୍ଦୀ ସମ୍ମେଳନ

ରାଜଗୋପାଳ ନଗରରେ ସରlବ ବନ୍ଦୀ ସମ୍ମେଳନ

ତା.26.02.2024 ଭବାନୀପାଟଣା ସହର ର ସେଣ୍ଟ୍ରାଲ ସ୍କୁଲପାଖ ରାଜଗୋପାଳ ନଗର ଠାରେ ଏକତାପରିଷଦ ଦ୍ୱାରା ଆୟୋଜିତ ସରlବ ବନ୍ଦୀ ସମ୍ମେଳନ କାର୍ଯ୍ୟକ୍ରମ ରେ ଲୋକସମିତି ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଗିରିଜା ସତୀଶ, ରାଷ୍ଟ୍ରୀୟ ସଂଯୋଜକ ଗଣେଶ ଆଜାଦ, ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ନାୟକ, ବିଶିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ଏକତାପରିଷଦର ସଂଯୋଜକ ସରୋଜ ବାଗ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ନାୟକ ପରିଚାଳନା କରିଥିଲେ l

    କାର୍ଯ୍ୟକ୍ରମ ରେ ବିଭିନ୍ନ ବସ୍ତି ଅଂଚଳରୁ ମହିଳା ନେତ୍ରୀ ଏବଂ ବିଭିନ୍ନ ସଂଗଠନ ର ସଂଗଠକ ମାନେ ଯୋଗଦେଇଥିଲେ l ଉପସ୍ଥିତ ଜନତାଙ୍କୁ ଭାରତ ବର୍ଷରେ ନିଶlନିବାରଣ ପାଇଁ କିପରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ତାପାଇଁ ସ୍ୱତନ୍ତ୍ର ଆଇନ ଆଣି ନିଶାକୁ ସମ୍ପୂଣ୍ଣ ଭାବେ ବନ୍ଦ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ l

        ସେହିପରି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଆଜାଦ ବିହାର ରାଜ୍ୟରେ କିପରି ଆନ୍ଦୋଳନ ଦ୍ୱାରା ନୀତିଶ ସରକାର ଉପରେ ନିଶା କୁ ବନ୍ଦ କରିବା ପାଇଁ ଚାପ ପ୍ରୟୋଗ କରଯାଇଥିଲା ଯାହାଫଳରେ ବିହାର ରାଜ୍ୟ ରେ ଆଇନ ପ୍ରଣୟନ କରାଯାଇ ନିଶାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିଥିଲା ସେ ଉପରେ ସୂଚନା ଦେବାସହ ନିଶା ଦ୍ୱାରା ସମାଜର କିପରି କ୍ଷତି ହେଉଛି ସମସ୍ତଙ୍କୁ ଜଣାଇଥିଲେ l

    ଆଦିବାସୀ ନେତା ପରମାନନ୍ଦ ମାଝୀ ଓ ଏକତାପରିଷଦ ର ସଂଯୋଜକ ସରୋଜ ବାଗ, ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ଗିରିଧାରୀ ପାତ୍ର, ଅଭୟ ନାଏକ,ଶକ୍ତିରଞ୍ଜନ ଛତ୍ରିଆ, ବବିତା ରାଣୀ ଦାସ, ବର୍ଷା ସରାଫ, ଅଞ୍ଜଳି ସିଂ, ଉଷା ବେହେରା, ସୁଶାନ୍ତି ବାଗ , ଲକ୍ଷ୍ମୀ ମାଝୀ, ଯଶୋଦା ମାଝୀ, ଜୟନ୍ତୀ ନାଏକ ନିଜ ନିଜ ମତ ଉପସ୍ଥାପନା କରିବା ସହ ଶୀଘ୍ର ସଂଗଠନ ଦ୍ୱାରା ଭବାନୀପାଟଣା ସହରରେ ନିଶl ନିବାରଣ ଉପରେ ଏକ ପଦଯାତ୍ରା ଓ ସଭାର ଆୟୋଜନ କରାଯାଇ ସମସ୍ତ ଙ୍କୁ ସଚେତନ କରାଯିବ ବୋଲି ନିର୍ଣ୍ଣୟ ନେଇଥିଲେ l ଶେଷରେ ଗିରିଧାରୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ l

କିଶନ ଶର୍ମା , ଭବାନୀ ପାଟଣା 

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ସେକ୍ଟର ୨ ହକର ଆସୋସିଏସନ୍ ର ବଣଭୋଜି

masiha

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort