ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗଭଣରେ ପବିତ୍ର ଚୈତ୍ର ପର୍ବ ଧୂମଧାମରେ ପାଳିତ; ଛଉ ନୃତ୍ୟରେ ଗ୍ରାମବାସୀ ମସଗୁଲ

ନାଗଭଣରେ ପବିତ୍ର ଚୈତ୍ର ପର୍ବ ଧୂମଧାମରେ ପାଳିତ; ଛଉ ନୃତ୍ୟରେ ଗ୍ରାମବାସୀ ମସଗୁଲ

 ମୟୂରଭଞ୍ଜ – ୯/୦୪ ( ମସିହା ) ରାଇରଙ୍ଗପୁର ସହର ସନ୍ନିକଟ ନାଗଭଣ ଗ୍ରା ଦୁଇ ଦିବସୀୟ ଚଇତି ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି ।ପ୍ରଥମ ଦିନ ଘଟ ଉତ୍ତୋଳନ ହୋଇ ଗୌରୀ ଶଙ୍କର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲେ । ସମସ୍ତ ଶ୍ରଦ୍ଧାଳୁ ଓ ମାସିକ ଧରି ଭୋଗରାଗ,ନଡ଼ିଆ,କଦଳୀ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ ।ପ୍ରଥମ ଦିନ ଓମ୍ ଶ୍ରୀ ଶ୍ରୀ ଗୌରୀଶଙ୍କର ଛଉନୂତ୍ଯ ପ୍ରତିଷ୍ଠାନ ଓ ସଂଗ୍ରାମ ପପୁମାସ ଆର୍ଟ ଫାଉଣ୍ଡେସନ, ଷଢେ଼ଇକଳା ତରଫରୁ ବିଶିଷ୍ଟ ଛଉ କଳାକାର ମାନଙ୍କ ଦ୍ଵାରା ଛଉ ନୃତ୍ୟ ପରିବେଷଣ କରାଯାଇଥିଲା । ଦିତୀୟ ରଜନୀରେ ଓମ୍ ଶ୍ରୀ ଶ୍ରୀ ଗୌରୀଶଙ୍କର ଛଉ ନୃତ୍ୟ ପ୍ରତିଷ୍ଠାନ ଓ ଉତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ,ନିଛୁଆପଦା ର କଳାକାର ମାନେ ଆକର୍ଷଣୀୟ ଛଉ ନୃତ୍ୟ ପରିବେଷଣ କରି ଆଖପାଖ ଅଂଚଳରୁ ଆସିଥିବା ହଜାର ହଜାର ଦର୍ଶକଙ୍କୁ ବିମୋହିତ କରି ପକାଇଥିଲେ ‌।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୁସୁମଖୁଣ୍ଟି ଠାରେ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

Sunil Chandra Nayak

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

masiha

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

masiha

Leave a Comment

error: Content is protected !!