ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେନସିଲ ମୂନରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଚର୍ଚ୍ଚାର ବିଷୟ ପାଲଟିଛନ୍ତି କାକୋଲି ବାରୋଇ

ପେନସିଲ ମୂନରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଚର୍ଚ୍ଚାର ବିଷୟ ପାଲଟିଛନ୍ତି କାକୋଲି ବାରୋଇ

ନବରଙ୍ଗପୁର:(୨୩|୫)(ରବିନାରାୟଣ ମହାନ୍ତି) ସାଧାରଣ ଗରୀବ ଘରର ଝିଅ ଟିଏ ହାତରେ ଭରି ରହିଛି ଯାଦୁ ପେନସିଲ ଟିଏ ଦେଇ ନିଖୁଣ ଭାବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ତ କେତେବେଳେ ହିରୋ ହିରୋଇନ ଙ୍କ ଚିତ୍ର ବନାଉଛନ୍ତି ଉପାନ୍ତ ଅଂଚଳର ଝିଅ କାକୋଲି ବାରୋଇ lସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକ ପାରୁଆ ପଂଚାୟତ ର ଛତାବେଡା ୨ନମ୍ବର ଗ୍ରାମର ବାବୁଲୁ ବାରୋଇ ଙ୍କ ଝିଅ କାକୋଲି ବାରୋଇ ବୟସ ୨0 ବର୍ଷ ଫଟୋ ଦେଖି ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚା ର ବିଷୟ ପାଲଟିଛନ୍ତି କୋରୋନା l ସମୟର ଲକଡାଉନ ଆରମ୍ଭ ହେବାପରେ ଘରେ ବସି ଚିତ୍ର ଆଙ୍କୁ ଆଙ୍କୁ ଏବେ ମନରେ ଇଚ୍ଛା ହେଲା କିଛି କରିବାର ଚିତ୍ରକର ହେବାର ଲକ୍ଷ ରଖି ବହୁତ ସୁନ୍ଦର ସୁନ୍ଦର ନିଜ ହାତରେ ବନାଉଛି ଚିତ୍ର, କିନ୍ତୁ ଆଗକୁ ବଢ଼ିବାରେ ବାଧା ଦେଉଛି ଗରିବୀ । ବାପା ଚାଷୀଟିଏ ଝିଅ କୁ ଆଗକୁ ନେବାର ସ୍ବପ୍ନ ଦେଖନ୍ତି, କିନ୍ତୁ ପଇସା ନ ଥିବାରୁ ଝିଅ ର ସ୍ବପ୍ନ ପୂରଣ କରି ପାରୁନାହାନ୍ତି । ପ୍ରଶାସନ ତରଫରୁ ଟିକିଏ ସାହାଯ୍ୟର ନିବେଦନ କରିଛନ୍ତି ପରିବାର ଲୋକେ,ଝିଅ କୁ ନେଇ ବାପା ମା ଙ୍କ ମନରେ ଭରିରହିଛି ସ୍ବପ୍ନ ସାହାଯ୍ୟ ଟିକିଏ ମିଳିଥିଲେ ତାଙ୍କ ଝିଅ ଆଗକୁ ବଢ଼ିପାରିବେ ବୋଲି ତାଙ୍କ ବାପା ବାବୁଲୁ ବାରୋଇ କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଟାଉନ ଥାନା:ପିକ୍ ଅପ୍- ବାଇକ ଧକ୍କା,ଦୁଇ ମୃତ

masiha

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଦ୍ବିତୀୟ ଦିନ…..

masiha

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

Leave a Comment

error: Content is protected !!