ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସିହା ସମ୍ବାଦ ପରିବେଷଣ ର ପ୍ରଭାବ

ଢ଼େଙ୍କାନାଳ: ଗତ କିଛି ଦିନ ପୂର୍ବେ ରାସ୍ତା କାମ ଅସମ୍ପୂର୍ଣ୍ଣ ବୋଲି ପ୍ରକାଶିତ ହେବା ପରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାର ସଂସ୍ଥା ଅଧୁରା ଥିବା କାମ ଟିକୁ ତ୍ୱରାନ୍ୱିତ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ ମାସ ରେ କାମ ଟି ସମ୍ପୂର୍ଣ ହୋଇଥିଲା ବୋଲି ଫଳକ ରେ ଉଲ୍ଲେଖ ରହି ଥିବା ବେଳେ ଗୋଡ଼ି ପଥର ରାସ୍ତା ରେ ପଡ଼ି ରହିଥିଲା । ଯା ଫଳରେ ବାଟୋଇ ଓ ଛାତ୍ର ଛାତ୍ରୀ ମାନେ ଯିବା ଆସିବା ରେ ନାନା ପ୍ରକାରେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ । ଏଇ ଭଳି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ କାର୍ଯ୍ୟ ପ୍ରୀତି ଦେଖି ଅଞ୍ଚଳ ର ଜନସାଧାରଣ ଓ ବୁଦ୍ଧିଜୀବୀ ସମ୍ମାନ ଜଣାଇଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କୋକସରା ବ୍ଲକ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Sunil Chandra Nayak

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

Sunil Chandra Nayak

ଡାକ୍ତର ଦିନ ବନ୍ଧୁ ମହାନନ୍ଦ ଙ୍କୁ ମାଡ଼ ଘଟଣା କୁ ନେଇ ସମସ୍ତ କର୍ମଚାରୀ ଙ୍କ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!