ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ଖଡିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ନୂଆପଡ଼ା ଜିଲ୍ଲା ଖଡିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

 ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି। ଖଡ଼ିଆଳ ଅଞ୍ଚଳ ରୁ ୪୦୦ ରୁ ଉର୍ଦ୍ଧ ଶିବିରାର୍ଥି ଯୋଗ ଦେଇ ଯୋଗ ଅଭ୍ୟାସ କରିବା ସହ ଯୋଗ ମନୁଷ୍ୟ ଶରୀର ରେ ଶାନ୍ତି, ଶକ୍ତି ଏବଂ ଏକାଗ୍ରତା ପ୍ରଦାନ କରିଥାଏ ବୋଲି ଯୋଗଗୁରୁ ପ୍ରକାଶ କରିଛନ୍ତି। ଯୋଗା କୁ ବିଶ୍ବ ଦରବାର ରେ ପହଞ୍ଚି ଥିବା ବେଳେ ଏହାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ମୁଖ୍ୟ ଉଦ୍ଧେଶ୍ୟ ବିଶ୍ବର ଆରୋଗ୍ୟ କାମନା ସହ ବିଶ୍ବ ଆଜି ଦିନକୁ ଯୋଗ ଦିବସ ପାଳନ କରୁଛନ୍ତି। ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ବିଡ଼ିଓ ବିରସେନ୍ ବେହେରା, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ନିର୍ବାହୀ ଅଧିକାରୀ ସ୍ବାଧୀନ ମହାରଣା ସହ ବରିଷ୍ଠ ନାଗରିକ, ମହିଳା, ସ୍କୁଲ ଛାତ୍ର ଛାତ୍ରୀ, ବ୍ଲକ ଏବଂ ଏନଏସି କର୍ମଚାରୀ, ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅଞ୍ଜଳି ଆୱାର୍ଡ଼ ପାଇଲେ ସୁରେଶ ଚୋୖଧୁରୀ

Sunil Chandra Nayak

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

Sunil Chandra Nayak

୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ମାଁ ସରସ୍ଵତୀ ପୂଜା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!