ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣକୁ କୋର୍ଟ ଚାଲାଣ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣକୁ କୋର୍ଟ ଚାଲାଣ 

ନର୍ଲା /ମସିହା //  ସୂଚନା ମୁତାବକ ଗତ ୨୬/୧୦/୨୦୨୨ ତାରିଖ ନର୍ଲା ଥାନା ଡୁଡ଼ାଲୁ ଗ୍ରାମର ପ୍ରଶାନ୍ତ ପଧାନ ୩୦ ବର୍ଷ ପିତା – କୁମର ପଧାନ ନାମକ ଜଣେ ଯୁବକ ନର୍ଲା ଥାନା ଅଂଚଳର ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଥିଲା, ଘଟଣାକୁ ନେଇ ପରିବାର ଲୋକେ ନର୍ଲା ଥାନାରେ ଅଭିଯୋଗ କରିଥିଲେ , ଗତ ମଙ୍ଗଳବାର ରାତ୍ର ୮ ଘଣ୍ଟା ସମୟରେ ଅଭିଯୁକ୍ତ ନର୍ଲା ରୋଡ ଷ୍ଟେସନରେ ବୁଲୁଥିବାର ପୋଲିସ ସୂଚନା ପାଇଁ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରି ଥାନାକୁ ଆଣି ଅଟକ ରଖି ଅଧିକ ପଚରାଉଚରା କରିଥିଲା, ବୁଧବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଅଭିଯୁକ୍ତ ନାମରେ କେଶ୍ ନମ୍ବର ୧୯୯/୨୨ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀମତୀ ମମତା ପାଣିଗ୍ରାହୀ

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ପୁଅ ପରିବହନ ଓ ପୋଲିସ ହାତରେ ପଡିବାରୁ କୋଟଗଡ଼ ବିଡ଼ିଓ ୨୫ ହଜାର ଟଙ୍କା ତଣ୍ଡ ଗଣିଲେ 

Sunil Chandra Nayak

ଅବକାରୀ ଚଢାଉ ନଅ ବାଇକ୍ ସହିତ ଆଠ ଅଟକ

masiha

ବାଲିବୋ ବାଇପାସ୍ ରାସ୍ତା କଡ଼ରୁ ଅଜଣା ଗଳିତ ମୃତଦେହ ଠାବ

Sunil Chandra Nayak

Leave a Comment

error: Content is protected !!