ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ନୂତନ ଥାନାଧିକାରୀଙ୍କୁ ସାମ୍ବାଦିକ ସଂଘର ଶୁଭେଚ୍ଛା

ଜୁନାଗଡ଼ ନୂତନ ଥାନାଧିକାରୀଙ୍କୁ ସାମ୍ବାଦିକ ସଂଘର ଶୁଭେଚ୍ଛା

ଜୁନାଗଡ଼୧/୨(ମ ନି ସ),, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାରେ ନୂତନ ଥାନାଧିକାରୀ ଭାବେ ଉଲାସ ଚନ୍ଦ୍ର ରାଉତ ଯୋଗଦାନ କରିଛନ୍ତି। ଆଜି ସଭାପତି ହିମାଂଶୁ ଶେଖର ବରା ଡଙ୍କ ନେତୃତ୍ୱରେ ବରିଷ୍ଟ ସାମ୍ବାଦିକ ନରେନ୍ଦ୍ର ଖିତି, ଖଗେଶ୍ୱର ଧଙ୍ଗଡାମାଝି, ସନ୍ତୋଷ ସିଂଦେଓ, ନଗରପାଳ ମୁକେଶ ଅଗ୍ରୱାଲ, ଆଦିତ୍ୟ ମହାନ୍ତି, ବିଭୂପ୍ରସାଦ ପାଢ଼ୀ, ରଜନୀ କାନ୍ତ ମିଶ୍ର, ବ୍ୟୋମକେଶ ପୁରୋହିତ, ରବିଶଙ୍କର ସୁନାନୀ, ସୁନିଲ ସିଂହ, ପ୍ରମୁଖ ଉପସ୍ଥିତ ରହି ରହି ନୂତନ ଥାନାଧିକାରୀ ଙ୍କୁ ସ୍ଵାଗତ ଜଣାଇବା ସହ ସହର ସମେତ ଅଞ୍ଚଳର ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଆଲୋଚନା କରାଯାଇଥିଲା। ଜୁନାଗଡ଼ ସହରରେ ଦୀର୍ଘଦିନରୁ ପ୍ରସ୍ତାବ ଥିବା ସିସିଟିଭି ପ୍ରସଙ୍ଗ ଆଲୋଚନା ହେବାସହ, ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜୁନାଗଡ଼ ନଗରପାଲ ମୁକେଶ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଥିଲେ। ଜୁନାଗଡ଼ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଯତ୍ନବାନ ହେବ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୂତନ ଥାନାଧିକାରୀ ପ୍ରକାଶ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ଧକାରେ ବୃଦ୍ଧ ମୃତ 

masiha

ମଦ ପିଇ ଗାଡି ଚଳେଇବା ମାହାଙ୍ଗା ପଡିଲା ,୨ କୋର୍ଟ ଚାଲାଣ

Sunil Chandra Nayak

ଚୋରା ବାଲି ଚାଲାଣ ଅଭିଯୋଗ, ୩ ହାଇୱା ଅଟକ 

masiha

Leave a Comment

error: Content is protected !!