ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବଡ଼ ନିଡାମ୍ବର ସହିତ ପାଳିତ ହୋଇ ଅଛି ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କ ଘୋଷ ଯାତ୍ରା

ବଡ଼ ନିଡାମ୍ବର ସହିତ ପାଳିତ ହୋଇ ଅଛି ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କ ଘୋଷ ଯାତ୍ରା

କାମାକ୍ଷାନଗର -(ମନିସ )7/7/24 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର NAC ସ୍ଥିତ ନୂଆ ଆଳତୁମା ଗ୍ରାମରେ ବଡ଼ ଧୁମ ଧାମ ରେ ପାଳିତ ହୋଇଛି ରଥଯାତ୍ରା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବହୁ ଭକ୍ତଙ୍କ ଭିଡ ଦେଖି ବାକୁ ମିଳିଥିଲା ହରି ବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଥିଲା, ନୂଆ ଆଳତୁମା ଗ୍ରାମର ଜନ ସାଧାରଣ କହିବାର କଥା ଏ ରଥଯାତ୍ରଟି ପ୍ରଥମେ ଏକ ଛୁଟିଆ ରଥ ଟିଏ କରି ଆରମ୍ଭ କରିଥିଲେ ଝୁଗୁଡୁ ବାବୁ ଓ ପରବର୍ତ୍ତୀ ସମୟରେ ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଏକ ବିରାଟ ରଥଯାତ୍ରାରେ ପରିଣତ ହୋଇ ପାରିଛି l ମହାଲଷ୍ମୀ ୟୁଥକ୍ଳବର ସଦସ୍ୟ ମାନେ ଉପସ୍ଥିତ ଥିଲେ ଓ ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଯାତ୍ରା ଟି ସୁଚାରୁ ରୂପେ ପାଳିତ ହୋଇଯାଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାଆ ଗଙ୍ଗା ଦେବୀ ଙ୍କ ଯାତ୍ରା ସମ୍ପନ୍ନ

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

Sunil Chandra Nayak

ବାବା ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରାବଣୀ ଉତ୍ସବ

Sunil Chandra Nayak

Leave a Comment

error: Content is protected !!