ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ସ୍ବାଧୀନତା ପରେ ଗଡିଲା ଶ୍ରୀ ଜିଉଁଙ୍କ ରଥ 

ଭାରତ ସ୍ବାଧୀନତା ପରେ ଗଡିଲା ଶ୍ରୀ ଜିଉଁଙ୍କ ରଥ 

ବନ୍ଧୁଗାଁ ତା, ୭/୭/୨୪, ଆଜି ସାରା ବିଶ୍ଵରେ ପାଳିତ ହୁଏ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତରା I ସେଥିରୁ ବାଦ ପଡିନି ବନ୍ଧୁଗାଁ ବ୍ଲକରେ ୬୦ ବର୍ଷ ପୂର୍ବରୁ ରଥ ଜାତରାକୁ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଆଲମଣ୍ଡା ଗ୍ରାମଠାରେ ନୂତନ ଭାବରେ ଅତି ସୁନ୍ଦର ଓ ସୌନ୍ଦର୍ଯ୍ୟ କରଣ ଭାବସହ ଜଗନ୍ନାଥ ମନ୍ଦିର ଉଦ୍ଧଘାଟନ କୋରାଯାଇଥିବା ଦିନରେ ହିଁ ରଥ ଯାତରା କରିବା ପାଇଁ ଅନୁମତି ପ୍ରଦାନ କୋରାଯାଇଥିବା ଯୋଗୁଁ ଆଗକୁ ଅଳ୍ପ କିଛି ମାସ ପରେ ରଥ ଯାତରା କୋରାଯିବା ପାଇଁ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆମଳରେ ହୋଇଥିବା ହେତୁ ରଥ ପର୍ବର ଆୟୋଜନ କୋରାଯାଇ ଅଛି I ଆଜି ବନ୍ଧୁଗାଁ ବ୍ଲକ ହେଡ଼ କ୍ୱାଟର ଠାରେ ମୁଖ୍ୟ ଅତିଥି ଭାବରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ନବ ନିର୍ବାଚିତ ହୋଇଥିବା ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ଜଗ ଦେବା ସହ ପୂଜା ପାଠ କାର୍ଯ୍ୟକ୍ରମରେ ବସିଥିଲେ, ଏଥି ସହ ଚେରପହଁରା ମଧ୍ୟ କରିବାରେ ହାତ ବଡେଇ ଥିଲେ ଓ ବ୍ଲକ ବିଡ଼ିଓ ଶ୍ରୀ ଅଭିଷେକ ଅଭିଜିତ ସେଠି ଓ ତୋହସିଲ ଦାର ଶ୍ରୀମତି ସୋନାଲି ପାତ୍ର ବନ୍ଧୁଗାଁ ଜଗନ୍ନାଥ ମନ୍ଦିରର ପୂଜା କମିଟିର ସଭାପତି ନାରାମ ଚେଟି ଚନ୍ଦ୍ର ଶେଖର ପଦମା ପଟ୍ଟନାୟକ ଓ ଗ୍ରାମର ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିଙ୍କ ସହ ମନ୍ଦିରର ପୂଜାରି ଯୋଗଦୀଶ ପଣ୍ଡା ଓ ଅନ୍ୟାନ୍ୟ ଭକ୍ତଙ୍କ ସହ ତିନି ଭଗବାନଙ୍କୁ ଚେରା ପହଁରା କରି ରଥ ଉପରକୁ ନେଇ ତିନି ଭଗବାନ ଜଗନ୍ନାଥ. ଶୁଭଦ୍ରା ଓ ବଳଭଦ୍ରାଙ୍କୁ ଏକା ସ୍ଥାନରେ ବସାଇ ସାରି ରଥକୁ ମାଉସୀମା ମନ୍ଦିର ଆଡକୁ ଟାଣି ନେଇଥିଲେ I ଝିପି ଝିପି ବର୍ଷା ସହ ଶ୍ରଦ୍ଧାଲୁ ଅତି ଆନନ୍ଦ ସହ ତିନି ଭଗବାନଙ୍କ ଦର୍ଶନ କରିବାରେ ସଫଳ ହୋଇ ଉତ୍ସା ହୋଇଥିଲେ I ଚଳିତ ବର୍ଷ ଏହି ତିନି ପଞ୍ଚାୟତ ବାସି ଅର୍ଥାତ ଆଲୋମଣ୍ଡା, ପେଦାଅଲୋଡ଼ା, କାପୋଲୋଡ଼ା ଏହି ଅଞ୍ଚଳରେ ପ୍ରଥମ କରି ରଥ ଟଣା ହୋଇଥିବାର ଦେଖି ଆନ୍ଦ୍ର ସୀମାନ୍ତ ଗ୍ରାମର ଶ୍ରଦ୍ଧାଲୁ ଓ ବନ୍ଧୁଗାଁ ଓ ସୋରପୋଲି ଗ୍ରାମାଞ୍ଚଳ ବାସି ମଧ୍ୟ ରଥ ଟଣାକୁ ଦେଖିବା ପାଇଁ ଆସିଥିବାର ଦେଖିବାକୁ ମିଳିଛି ଉକ୍ତ ରଥ ଟଣା ପ୍ରଥମ ଥର ଆଲୋମଣ୍ଡା ଠାରେ ହୋଇଥିବାରୁ ଅଞ୍ଚଳ ବାସି ନବୀନ ପଟ୍ଟନାୟକଙ୍କ ଏହି ଅଭୁଲା କାର୍ଯ୍ୟ ପାଇଁ ଗର୍ବିତ ହୋଇଥିବାର ଦେଖିବାକୁ ମିଳିଛି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

A Voluntary Blood donation camp organised by BCT at Bhubaneswar.

ଦ୍ଵିତୀୟ ଦିନରେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

masiha

ସମ୍ବଲପୁରୀ ଦିନ ପାଳନ 

Sunil Chandra Nayak

Leave a Comment

error: Content is protected !!