ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ସାଂସଦ ଓ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ସାଂସଦ ଓ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ମୟୂରଭଞ୍ଜ ତାରିଖ -୧୨/୦୭ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପରିସରରେ ନବ ନିର୍ବାଚିତ ମୟୁରଭଞ୍ଜ ସାଂସଦ ତଥା ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ।ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଅନ୍ୟତମ ସମ୍ମାନିତ ଅତିଥି ବିଜେପି ର ରାଜ୍ୟ ସମ୍ପାଦକ ନବୀନ ରାମ, ବିଜେପି ନଗର ସଭାପତି ସୁରଥ କୁମାର ପଟ୍ଟନାୟକ, ରାଷ୍ଟ୍ର ପତିଙ୍କ ବ୍ୟକ୍ତିଗତ ଅତିରିକ୍ତ ସହାୟକ ସୁରଥ ମହାନ୍ତ,  ମଂଚାସୀନ ଅନ୍ୟତମ ଅତିଥି ଥିଲେ ଅଧ୍ୟାପିକା ରାଜଶ୍ରୀ ଦାଶ ସଭାପତିତ୍ବ କରିଥିଲେ ।ଅନୁଷ୍ଠାନର ଅଧ୍ୟକ୍ଷ ରବିନାରାୟଣ ଶତପଥୀ ଆବାହକ ସଂଯୋଜକ ଥିଲେ ଅଧ୍ୟାପକ ବିଜୟ ରାମ l 

       ସମ୍ବର୍ଦ୍ଧନା ଉତ୍ସବର ସମାପନ ପରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ ବୃକ୍ଷ୍ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମରେ ଅଧ୍ଯାପିକା ସମାପ୍ତି ରାଣୀ ଦାସ, ତିଲତ୍ତମା ଷଡ଼ଙ୍ଗୀ, ସୁଭଦର୍ଶନୀ ମିଶ୍ର, ପ୍ରିୟତ୍ତମା ହେମ୍ବ୍ରମ ରାଜଶ୍ରୀ ନାୟକ, କାରୁ ମାର୍ଣ୍ଡି, ଅବନୀ ନାୟକ, ଜୋଶଧାରା ମହାନ୍ତ, ତୃପ୍ତିଲତା ମହାନ୍ତ, ରଞ୍ଜୁଲତା ନାୟକ, ଦୀପିକା ମହାରଣା, କୁନି ବେହେରା ଏବଂ ମାୟା ମହାଲି ଓ ଛାତ୍ରୀମାନେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ବିଜୁପଟ୍ଟନାୟକ ଛକରେ ଦିର୍ଘ ଦିନ ହେଲା ଟେଣ୍ଟ ବନ୍ଧା ଯୋଗୁଁ ଯାତ୍ରୀ ଓ ପରିବହନ ହନ୍ତସନ୍ତ

masiha

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ – ୨୦୨୩ , ୮୨୧ ମାମଲ ଫଇସଲା

Sunil Chandra Nayak

ସଦଭାବନା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!