ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁଗୁଡା ପାର୍କ ଭିତରେ ଗଛ ଲଗା କାର୍ଯକ୍ରମ 

ଭାଲୁଗୁଡା ପାର୍କ ଭିତରେ ଗଛ ଲଗା କାର୍ଯକ୍ରମ 

ନବରଙ୍ଗପୁର(୨୨/୭/୨୪)(ରବି ନାରାୟଣ ମହାନ୍ତି)ଆଜି ଉମରକୋଟ ଭାଲୁଗୁଡା ପାର୍କ ଭିତରେ ଗଛ ଲଗା କାର୍ଯକ୍ରମ ଥିଲା ଉମରକୋଟ ଅବସର ପ୍ରାପ୍ତ ଉତ୍କଳୀୟ ବଙ୍ଗାଳୀ ସମାଜ ଦ୍ଵାରା ଏହା ଆୟୋଜନ କରା ଯାଇଥିଲା l ଚମ୍ପା,ସିତାଫଳ, ଦେବଦାରୁ, କରଞ୍ଜ, ଓଳା ଇତ୍ୟାଦି ଗଛ ଲଗାଗଲା lଏଥିରେ ଶ୍ରୀ ତପନ ପାଲ୍,ମନ୍ମମଥ ରାୟ, ସୁନିଲ କୀର୍ତ୍ତନିଆ, ରଞ୍ଜିତ ମଣ୍ଡଳ, ରମେଶ ବିଶ୍ଵାସ, ବିନୟ ସର୍ଦ୍ଦାର, ନରେନ୍ ମଣ୍ଡଳ, ପ୍ରଭାତ୍ ଗାଇଁନ, ନିମାଇ ଦାସ, ଅବିନାଶ ଦାସ, ଦୁଲାଲ ମଣ୍ଡଳ, ଆକୁମାର ଯୋଦ୍ଦର୍,ପୂର୍ଣ୍ଣ ସେନଗୁପ୍ତ, ଶଙ୍କର ମିସ୍ତ୍ରୀ ଆଦି ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।ଭବିଷ୍ୟତରେ ଏପରି ସମାଜର ଉନ୍ନତି ,ପରିବେଶ ସୁରକ୍ଷା ଇତ୍ୟାଦି କାମ ଏହି ଅବସର ପ୍ରାପ୍ତ ସମାଜ ଦ୍ଵାରା କରିବା ପାଇଁ ସମସ୍ତେ ଶପଥ ନେଲେ ଓ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

ଡାବୁଗାଁ ଗୁରୁକୃପା ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

ଉଦଯାପିତ ହେଲା ସୁନ୍ଦରପୁର ରଜ ମହୋତ୍ସବ

masiha

Leave a Comment

error: Content is protected !!