ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ମାସ ପହଁଞ୍ଚିଲାଣି ସୋଫା ହୋଇପାରୁନି ପୂର୍ତ୍ତ ବିଭାଗ ନାଳର ଆବର୍ଜନା 

ବର୍ଷା ମାସ ପହଁଞ୍ଚିଲାଣି ସୋଫା ହୋଇପାରୁନି ପୂର୍ତ୍ତ ବିଭାଗ ନାଳର ଆବର୍ଜନା 

ବନ୍ଧୁଗାଁ ତା, ୨୪/୭/୨୪, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ମାରଦୀଝୋଲା ଡେମ ଠାରୁ ଆରମ୍ଭ କରି ତୁରୁକୁ ପେଟ ବନ୍ଧ ପର୍ଯ୍ୟନ୍ତ ଓ ବନ୍ଧୁଗାଁ ଓ ତୁରୁକୁ ପେଟ ଓ ସିଙ୍ଗପୁଟ ଓ ସୋରପଲି ଗ୍ରାମର ସହ ସହ ହେକ୍ଟର ଚାଷ ଜମି ମାନଙ୍କରେ ଚାଷ କରିବା ପାଇଁ କାର୍ଯ୍ୟରେ ଆବଶ୍ୟକ ହୋଇଥାଏ I ଏହି ପୂର୍ତ୍ତ ବିଭାଗର ନାଳ ମଧ୍ୟଦେଇ ଆସୁଥିବା ପାଣି I ଏହି ପୂର୍ତ୍ତ ବିଭାଗର ନାଳଡେଇ ଆସୁଥିବା ପାଣିକୁ ନେଇ ଚାଷୀମାନେ ଚାଷ କରିବାରେ ଉପଯୋଗୀ ହୋଇଥାନ୍ତି I ବର୍ଷା ମାସ ଆସି ପହଁଞ୍ଚିଲାଣି ନାଳଦେଇ ପାଣି ଯିବା ପାଇଁ ଅସୁବିଧା ଦେଖାଯାଇଛି I କାରଣ ଏହି ନାଳ ଦେଇ ପାଣି ତଳକୁ ଗଲେ ତଳେ ଥିବା ଅନେକ ଚାଷ ଜମିରେ ଚାଷ କରିବା ପାଇଁ ଚାଷୀଙ୍କୁ ଉପଯୋଗୀ ହୋଇଥାଏ I ତାହା କିନ୍ତୁ ବର୍ଷା ପାଣି ଅଧିକ ହେଲେ ଏହି ନାଳ ଦେଇ ପାଣି ଯାଇ ଜମିରେ ପହଞ୍ଚିବା ପାଇଁ ବାଧା ଉପୁଜେ I କାରଣ ନାଳ ପ୍ରତ୍ୟକ ବର୍ଷ ପୂର୍ତ୍ତ ବିଭାଗ ଦ୍ୱାରା ସୋଫେଇ ହୋଇଥାଏ କିନ୍ତୁ ଚଳିତ ବର୍ଷ ଅଳ୍ପ ମାତ୍ରାରେ ସଫେଇ ହୋଇଥିବା ବେଳେ ପ୍ରାୟ ଜାଗାରେ ନାଳ ଭିତରେ ଗଛ ଖୁଣ୍ଟ ବୁଦା ଲୋଟା ହୋଇ ମାଟି ଓ ଅଳିଆ ଆବର୍ଜନା ହୋଇ ନାଳ ଦେଇ ପାଣି ଯିବାର ଅସୁବିଧା ହୋଇଥିବାର ଦେଖିବାକୁ ମିଳିଛି I ଏହି ନାଳ ସଫା କରିବା ପାଇଁ ବନ୍ଧୁଗାଁ ଅଞ୍ଚଳର ଚାଷୀମାନେ ସାଧାରଣରେ ଦାବି କରିଛନ୍ତି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

ଇନ୍ଦ୍ରାବତୀ ଓ କୋଲାବ ବେସିନ ତଥା ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଅଧୀନରେ ପ୍ରକଳ୍ପ ମେଡ଼ିକାଲ ଓ ପ୍ରକଳ୍ପ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅଛି ବୋଲି ବିଭିନ୍ନ ବିଭଗୀୟ ଅଧିକାରୀଙ୍କ ପାଇଁ ଗାଡି ଭଡାରେ ଲାଗିଲା ,ମେଡ଼ିକାଲ ପାଇଁ ଆମ୍ବୁଲାନ୍ସ ଟିଏ ଲାଗିଲାନି 

masiha

ଆର୍ନ୍ତଜାତୀୟ ଶ୍ରମ ଦିବସ ପାଳିତ  ଦେଶ ଓ ରାଜ୍ୟ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ : ଶ୍ରୀ ଭବାନୀ ଶଙ୍କର ଭୋଇ 

masiha

Leave a Comment

error: Content is protected !!