ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘ ,ଓଡ଼ିଶାର ସାଂଗଠନିକ ବୈଠକ

ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘ ,ଓଡ଼ିଶାର ସାଂଗଠନିକ ବୈଠକ

ଭୁବନେଶ୍ୱର ତା:୨୮-୦୭-୨୦୨୪ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘ ,ଓଡ଼ିଶାର ସାଂଗଠନିକ ବୈଠକ ରବିବାର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକ ଙ୍କ ସଭାପିତତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସର୍ବ ସମ୍ମତିକ୍ରମେ ଉପଦେଷ୍ଟା ଭାବରେ ଶରତ ଚନ୍ଦ୍ର ନାୟକ ଓ ପ୍ରଶାନ୍ତ କୁମାର ଖମାରୀଙ୍କୁ ରଖାଯାଇଛି l ଏବଂ ସଭାପତି -ଜୟନ୍ତୀ ଲାଲ ସାହୁ,କାର୍ଯ୍ୟକାରୀ ସଭାପତି -ବିଜୟ କୁମାର ମିଶ୍ର,ଅଲେଖ ସାହୁ,ସାଧାରଣ ସଂପାଦକ- ହାନେଶ ପାତ୍ର ବାଗ,ମହାସଚିବ -ବିଶ୍ୱରଂଜନ ଦାସ,ଉପସଭାପତି – ସପ୍ତମ କିଶୋର ବେହେରା,ରାଜେନ୍ଦ୍ର ପୃଷେଠ,ରାଜୀବ ଲୋଚନ ପ୍ରଧାନ,ଯଶୋବନ୍ତ ନାରାୟଣ ପ୍ରଧାନ,ବିଷ୍ଣୁ ନାରାୟଣ ପଣ୍ଡା,ସୁବ୍ରତ ଦଣ୍ଡସେନା,ଅମୁଲ୍ୟ ପାତ୍ର,ଆଲୋକ ଏସଡି ରାୟ,ରାଜକିଶୋର ପ୍ରଧାନ,କୋଷାଧ୍ୟକ୍ଷ- ପ୍ରମୋଦ ବେହେରା,ଉପକୋଷାଧ୍ୟକ୍ଷ- ରାଜକିଶୋର ସାହୁ,ସହ ସଂପାଦକ- ଉମେଶ ସ୍ୱାଇଁ,ଅନ୍ତର୍ଯ୍ୟାମୀ ଦୋରା,ଲାଲୁ ମଲ୍ଲିକ , ରାଜେନ୍ଦ୍ର ବାରିକ,ବିରେନ୍ଦ୍ର ପତି,ଗୋୖରାଙ୍ଗ ସାହୁ ,ସାଙ୍ଗଠନିକ ସଂପାଦକ- ମାନସ ରଂଜନ ସାହୁ,ରାଜକିଶୋର ବାରିକ ଜିତେନ ପାଣି,ଦୀପକ ପୁରୋହିତ,ସୁଦର୍ଶନ ନାୟକ,ସୁରେଶ ପଣ୍ଡା,ରାଜକିଶୋର ପଶାୟତ,ମିତ୍ରବାଦୀ ମଲ୍ଲିକ ପ୍ରମୁଖ ଙ୍କୁ ମନୋନୀତ କରାଯାଇଛି l ଗଣମାଧ୍ୟମ ସଂପାଦକ ଭାବେ ରଂଜୁ ଅମାତ ଙ୍କୁ ଦାୟିତ୍ୱ ଦିଆଯାଇଛି ।

 ପ୍ରଦୀପ କୁମାର ସେନାପତିଙ୍କ ରିପୋର୍ଟ. 

Related posts

ଧର୍ମଗଡ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଜନଗର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ତରେଫରୁ ଦାବିପତ୍ର ପ୍ରଦାନ 

masiha

କ୍ଲଷ୍ଟର ର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!