ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

ବନ୍ଧୁଗାଁରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

ବନ୍ଧୁଗାଁ ତା, ୨୯/୭/୨୪,ଆଜି ବନ୍ଧୁଗାଁ ପଞ୍ଚାୟତ ଠାରେ ପଞ୍ଚାୟତ ତରଫୋରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାନୀ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଅଧିକାରୀ ବିଡ଼ିଓ ଶ୍ରୀ ଅଭିନାସ ଅଭିଜିତ ସେଠିଙ୍କ ନେତୃତ୍ୱରେ ଆଜିର ପଞ୍ଚାୟତ ସ୍ତରୀୟ ଜନ ଶୁଣାନୀ ଅଭିଯୋଗ ହୋଇଥିଲା I ଏଥିରେ ଥିଲା ମାରଦୀ ଝଲା ପ୍ରାଥମିକ ସ୍କୁଲ ମୋରାମତି,ଗତିପୁଟ ଓ ବାଉଁଶ ପୁଟରେ ପାଣି ସୂମସ୍ୟା,ଗତିପୁଟ ବିଦ୍ୟାଳୟ ଠାରେ ଶିକ୍ଷକ ଅଭାବ, ଦାସିନୀ ଓ ବନ୍ଧୁଗାଁ ରେଲି ସାହିରେ ପାଣି ନିସ୍କାସନ ପାଇଁ ଡ୍ରେନେଜ, ବିଜୁଳି ଯୋଗାଇବା ପାଇଁ ତଳ ଡାବେରୀ, ଉପର ଡାବେରୀ, ଓ କୁଞ୍ଜେରୀ ୩ ଗ୍ରାମ ପାଇଁ,ନମିତା ହାରିକା ଘର ଭାଙ୍ଗିଯିବା, କାଟ୍ରାଗାଡା ବିଏସଏଫ କେମ୍ଫ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କୋରାଯିବା ପାଇଁ, ଏହିପରି ୧୭ ଗୋଟି ଅଭିଯୋଗ ଶୁଣିଥିଲେ ବିଡ଼ିଓ I ଆଜିର ଅଭିଯୋଗ ଶୁଣାନୀ ର ଆୟୋଜକ ପଞ୍ଚାୟତ ର ପିଓ ରାମଚନ୍ଦ୍ର ମେଲେକା, ଏ. ଇ. ଶ୍ରୀ ସୌରବ ନାୟକ, ପଞ୍ଚାୟତ ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା,ବ୍ଲକ ଶିକ୍ଷା ଅଧିକାରୀ ଏ.ବି.ଇ.ଓ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି, ଡବ୍ଲ୍ୟୁ. ଇ. ଓ. ଶ୍ରୀ ଚନ୍ଦନ କୁମାର ସ୍ୱାଇଁ, ଶିକ୍ଷା ବିଭାଗର ସିଆର ସିସି, ସ୍ୱାସ୍ଥ୍ୟ ବିଭାଗ,. ଆଇ.ଏ.ୟାଇ.ବିଭାଗ,ଖାଉଟି ବିଭାଗ, ବିଜୁଳି ବିଭାଗ, ଶିଶୁ ବିକାଶ ବିଭାଗ, ଓ ଅନ୍ୟାନ୍ୟ ବିଭାଗର ସରକାରୀ ଓ ବେଶରକାରୀ କର୍ମଚାରି ଓ ପଞ୍ଚାୟତର ଛୋଟ ବଡ଼ ଭଦ୍ର ଲୋକେ ଉପସ୍ଥିତ ରହି ଅଭିଯୋଗ ଜଣାଇଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଲୁହାକାନି ଅଙ୍ଗନବାଡ଼ି କେନ୍ଦ୍ର ବିପଦଶଙ୍କୁଳ ନେଇ ଶିଶୁମାନେ ଅସୁରକ୍ଷିତ

Sunil Chandra Nayak

ତିର୍ତ୍ତୋଲ ବ୍ଲକରେ ଯୁଗ୍ମ ଜନଶୁଣାଣୀ ଶିବିର , ଆବାସ ଯୋଜନା ଗୃହ ପାଇଁ ଅଭିଯୋଗକାରୀଙ୍କ ସଂଖ୍ୟା ସର୍ବାଧିକ

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!