ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଖା ଟ୍ରଷ୍ଟ ପକ୍ଷରୁ ହରିଜନ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ନିଶୁଳ୍କ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ

ଢେ଼ଙ୍କାନାଳ (ମ ସୀ ହା)୧୪/୦୨_ ଦାରିଦ୍ର୍ୟ, ଶିକ୍ଷା ଓ ସାମାଜିକ ଅନଗ୍ରସର ଶ୍ରେଣୀ ପର୍ଯ୍ୟୟ ଭୁକ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟରେ ସମାଜ ସେବା କ୍ଷେତ୍ରରେ ପରିକଳ୍ପୂତ ଅନୁଷ୍ଠାନ ଶିଖା ଟ୍ରଷ୍ଟ ପକ୍ଷରୁ ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ନଗାରୀ ଗ୍ରାମରେ ଦ୍ୱିତୀୟ ଶ୍ରେଣୀରୁ ସପ୍ତମ ଶ୍ରେଣୀ ର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦାନ ପ୍ରଦାନ କରାଯାଉଛି l ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାରର ସଚେତନ କାର୍ଯ୍ୟକ୍ରମ କରାଯିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ବ୍ୟାପକ କରାଯିବ ବୋଲି ଟ୍ରଷ୍ଟର ସଭାପତି ବିଜୟ କୁମାର ନାୟକ ମତ ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସେବାପ୍ରାଣ ଦମ୍ପତି ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ 

masiha

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

masiha

Leave a Comment

error: Content is protected !!