ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଗ୍ରହଣ କଲେ ତୁଳସୀଡୁଙ୍ଗୁରି ସରକାରୀ ବିଦ୍ୟାଳୟ ଶିକ୍ଷକ ସନ୍ତୋଷ କୁମାର ମେହେର 

ଅବସର ଗ୍ରହଣ କଲେ ତୁଳସୀଡୁଙ୍ଗୁରି ସରକାରୀ ବିଦ୍ୟାଳୟ ଶିକ୍ଷକ ସନ୍ତୋଷ କୁମାର ମେହେର 

ପାଟଣାଗଡ : ତୁଳସୀଡୁଙ୍ଗୁରି ସରକାରୀ ବିଦ୍ୟାଳୟ ଶିକ୍ଷକ ସନ୍ତୋଷ କୁମାର ମେହେର ଦୀର୍ଘ ସାତ ବର୍ଷ ଶିକ୍ଷାଦାନ ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷକ ଭାବେ ଶିକ୍ଷା ତୁଳାଉ ଥିଲେ ।

ତୁଳସୀଡୁଙ୍ଗୁରି ଗ୍ରାମ ବାସି ଏକ ହୋଇ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିବା ବେଳେ ଏଥିରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଗ୍ରାମ ୱାର୍ଡ ମେମ୍ବର ଆଶା ଲତା ବର୍ଗେ ଦେବକୀ ନାଗ ଗୋବର୍ଦ୍ଧନ ସୁନା ବୀର କାଲସାଏ ଛବିଳ ମାଝୀ ରଥି ପୁରୁଣା କମିଟି ର ମଧୁ ବର୍ଗେ ଗିରିଧାରୀ ବର୍ଗେ ଜଗନ୍ନାଥ କାଲସାଏ ଦଶମୁ ବର୍ଗେ କୁଶ ବେହେରା ମିନିକେତନ ମେହେର ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ମେହେର ପୂର୍ବରୁ କେନ୍ଦୁମୁଣ୍ଡି ଫୁଡ଼ୁକୁପରା ଆଦି ସ୍କୁଲରେ ଉତ୍ତମ ଦାୟିତ୍ୱ ତୁଳାଇ ପ୍ରଶଂସା ଅର୍ଜନ କରିଥିଲେ । ସେ ଏକାଧାରରେ ଜଣେ ସୁସାହିତ୍ୟିକା, ସୁବକ୍ତା, ଜିଲ୍ଲା ମାଧ୍ୟମିକ ଶିକ୍ଷା ଇଂରାଜୀ ସାଧନ କର୍ମୀ । ଛାତ୍ରଛାତ୍ରୀ ଓ ସହକର୍ମୀମାନଙ୍କ ପାଇଁ ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସୁନାମ ଅର୍ଜନ କରିଛନ୍ତି । ଗୁଣାତ୍ମକ ଶିକ୍ଷାଦାନ, ସମୟାନୁବର୍ତ୍ତିତା ତଥା ଶୃଙ୍ଖଳା କ୍ଷେତ୍ରରେ ଶ୍ରୀମେହେର ଙ୍କ ଅବଦାନ ଅତୁଳନୀୟ ବୋଲି କୁହାଯାଇଛି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଦହି ପଣା ବଣ୍ଟନ 

masiha

ପୋଡ଼ାଗଡ ଚୌରିଆ ମନ୍ଦିର ଉପରେ ବିରାଟ ବରଗଛ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗିଗଲା:ପ୍ରଶାସନ ର ଦୃଷ୍ଟି ପଡୁ 

masiha

ବିଧାୟକ ଦୁର୍ଗାଙ୍କୁ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ମିଳିଲା

masiha

Leave a Comment

error: Content is protected !!