ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସୁରକ୍ଷିତ ଅବସ୍ଥା ରେ ପିଇବା ପାଣିଟାଙ୍କି

ଅସୁରକ୍ଷିତ ଅବସ୍ଥା ରେ ପିଇବା ପାଣିଟାଙ୍କି

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କ ନିଜ ଗାଁ ନଅଗାଁ (ଖ )ର ପିଇବା ପାଣିଟାଙ୍କି ଅସୁରକ୍ଷିତ ଅବସ୍ଥା ରେ ପଡ଼ିରହିଛି, ଗାଁ ରେ ଦୁଇଟି ଯାକ ପାଣି ଟାଙ୍କି ର ଢାଙ୍କୁଣୀ ନାହିଁ, ବର୍ଷା ଦିନ ରେ ଗୋଳିଆ ପାଣି  ଟାଙ୍କି ପାଣି ଖରାପ ହେବାର ଆଶଙ୍କା ଥିଲେ ମଧ୍ୟ କାହାରି ନଜର ପଡ଼ୁ ନାହିଁ, ଦୀପ ତଳ ଅନ୍ଧାର ଭଳି ନିଜ ଗାଁ ର ପାଣି ଟାଙ୍କି ଉପରେ ନଜର ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ, ବଲାଙ୍ଗୀର ଜିଲ୍ଲା ର କିଛି ଜାଗା ରେ ଝାଡା ବାନ୍ତି ଭଳି ରୋଗ ଦେଖିବାକୁ ମିଳିଛି, କିନ୍ତୁ ତଥାପି ଅବହେଳିତ ଅବସ୍ଥା ରେ ଆଗଲପୁର ବ୍ଲକ ନଅ ଗାଁ (ଖ )ପାଣି ଟାଙ୍କି ବାରମ୍ବାର ଲୋକେ ଏ ଦିଗ ରେ ପଂଚାୟତ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ, ଆଗାମୀ ଦିନ ରେ ଯଦି ଖରାପ ପାଣି ପିଇ ଲୋକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବ ତା ହେଲେକିଏ ଦାୟୀ ରହିବ ବୋଲି ଲୋକ ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏନେଇ ଆମେ ସମ୍ପୃକ୍ତ ଯେ ଇ ଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସ୍କୁଲ ପାଚିକା ପ୍ରସଙ୍ଗ –  ଶିକ୍ଷା କମିଟିର ଆଭ୍ୟନ୍ତରୀଣ ବ୍ୟାପାର , ବାହ୍ୟଶକ୍ତି ପ୍ରୟୋଗ ତଦନ୍ତକୁ ଭଣ୍ଡୁର କରିବା ଅପଚେଷ୍ଟା ବିଫଳ

Sunil Chandra Nayak

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ ୧୯୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!