ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇନ୍ସ କଲେଜ ରେ ଡାହାଣୀ ପୂଜା 

ସାଇନ୍ସ କଲେଜ ରେ ଡାହାଣୀ ପୂଜା 

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରୋତ +2science କଲେଜ ରେ ଘଟିଛି ଏମିତି ଘଟଣା, ବୈଜ୍ଞାନିକ ଯୁଗରେ ତାନ୍ତ୍ରିକ ପୂଜା ପାଠ କରାଉଛନ୍ତି ପ୍ରିନସିପାଲ ମହାଶୟ, ରାତି ରେ ମହିଳା ହଷ୍ଟେଲ ରେ ତାନ୍ତ୍ରିକ ପୂଜା ପାଇଁ କେଉଁଠୁ ପାଇଲେ ଅନୁମତି, କିଛି ଦିନ ମାନଙ୍କ ରେ ରାତି 12ଟାରେ ଖୋଲା ରହୁଛି କଲେଜ ଗେଟ,science ପିଲା ଙ୍କୁ ତାନ୍ତ୍ରିକ ଜ୍ଞାନ ଦେଉଛନ୍ତି କଲେଜ କର୍ତ୍ତୃପକ୍ଷ, ସୂଚନା ମୁତାବକ ଏହି କଲେଜ ରାତ୍ରି ଜଗୁଆଳି ଭାବେ ବୁଇ ବାରିକ ଓ ତାଙ୍କ ସ୍ୱାମି ଟଙ୍କଧର ବାରିକ ପାୟ ବାର ବର୍ଷ ହେବ କାର୍ଯ୍ୟରତ ଅଛନ୍ତି, ବୁଇ ବାରିକ ଙ୍କୁ ଡାହାଣୀ ସନ୍ଦେହ ରେ ରୋଥ ଗାଁ ରେ ଅଶ୍ୱନୀ ପଟେଲ ବଜାର ମଧ୍ୟ ରେ ମାଡ ମାରିଥିବା ରେ ଅଭିଯୋଗ ହୋଇଛି ଆଗଲପୁର ଥାନା ରେ, କଲେଜ ରାତ୍ର ଜଗୁଆଳି ଙ୍କ ସ୍ତ୍ରୀ ଙ୍କୁ କାହିଁକି ସନ୍ଦେହ କଲେ ଅଶ୍ୱନୀ, ଏପଟେ ଜଗୁଆଳି ଙ୍କ ସ୍ତ୍ରୀ ଙ୍କୁ ଡାହାଣୀ ସନ୍ଦେହ ରେ ମାଡ ମାରୁଥିବା ବେଳେ, ଅନ୍ୟପଟେ ପ୍ରିନସିପାଲ ମହାଶୟ ଙ୍କ ହଷ୍ଟେଲ ରେ ତାନ୍ତ୍ରିକ ପୂଜା, ଏନେଇ ମହାଶୟ ଙ୍କୁ ପଚାରିବାରୁ ଝିଅ ମନେ ଡରୁଥିବା କଥା କହି ବୁଲେଇ ଦେଉଛନ୍ତି, ଯଦି ଝିଅ ମନେ ଡରିବା କଥା କହିଲେ ତା ହେଲେ ପୋଲିସ ଙ୍କୁ ଖବର ଦେଲେ ନି କାହିଁକି, ତାନ୍ତ୍ରିକ ପୂଜା ପାଇଁ କିଏ ଦେଲେ ଅନୁମତି, ନିୟମ ଅନୁସାରେ ଝିଅ ମାନଙ୍କ ହଷ୍ଟେଲ ଙ୍କୁ ପୁରୁଷ ଙ୍କୁ ପ୍ରବେଶ ନିଷେଧ ଥିବା ବେଳେ ରାତି ରେ ତାନ୍ତ୍ରିକ ବାବା ଙ୍କୁ ନେଇ ପୂଜା କରାଇଲା କିଏ, ଏ ହେଉଛି ଡରୁଥିବା ଝିଅ ମାନଙ୍କ ମନରେ ଆହୁରି ଡରେଇବା ର ପ୍ରୟାସ ନୁହେଁ ତ, ବିଜ୍ଞାନ ପଢ଼ୁଥିବା ଝିଅ ଙ୍କୁ ତାନ୍ତ୍ରିକ ଜ୍ଞାନ କେମିତି ଦେଉଛନ୍ତି କଲେଜ କର୍ତୃପକ୍ଷ ବୋଲି ଲୋକ ମହଲ ରେ ଚର୍ଚ୍ଚା ହେଉଛି  ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ବିଜ୍ଞାନମେଳା :୧୧୨ ଟି ପ୍ରକଳ୍ପ ପ୍ରଦର୍ଶିତ ,ଜିଲ୍ଲାସ୍ତର ପାଇଁ 11 ପ୍ରକଳ୍ପ ଯୋଗ୍ୟବିବେଚିତ

masiha

ଜନଜାତିୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ, ଢେଙ୍କାନାଳ ଜିଲ୍ଲା ଶାଖାର ୫୩ ତମ ଇ -ଆଲୋଚନା ଚକ୍ର

masiha

Leave a Comment

error: Content is protected !!