ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

ନବରଙ୍ଗପୁର:(୧୭|୮)(ରବି ନାରାୟଣ ମହାନ୍ତି)ପଶ୍ଚିମ ବଙ୍ଗରେ ଅଧ୍ୟୟନ ରତ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟାକାଣ୍ଡର ପ୍ରତିବାଦରେ ଉମରକୋଟ ଭାରତୀୟ ଜନତାପାର୍ଟି ମହିଳା ମୋର୍ଚା ତରଫରୁ ତାଙ୍କର ଆତ୍ମାକୁ ନ୍ୟାୟ ଦେବାପାଇଁ ମହିଳା ମାନେ ପାଟିରେ କଳା କପଡା ବାନ୍ଧି ଏକ ଘଣ୍ଟା ନୀରବ ପ୍ରତିବାଦ କରିଥିଲେ l ଏହା ପରେ ପରେ ସନ୍ଧ୍ଯାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପଶ୍ଚିମ ବଙ୍ଗ ମମତା ବାନାର୍ଜୀ ସରକାର ଙ୍କ ବିରୋଧରେ ନାରା ଦେବା ସହ ପଶ୍ଚିମ ବଙ୍ଗ ସରକାର ଙ୍କୁ ବରଖାସ୍ତ କାଟିବା ପାଇଁ ଦାବୀ କରିଥିଲେ l ଏଥିରେ ମହିଳା ମୋର୍ଚ୍ଚା ର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ମନ୍ଦିରା ନାୟକ ଓ ପୌର ପରିଷଦ ସଦସ୍ୟା ଶ୍ରୀମତୀ କନକଲତା ନାୟକ ଙ୍କ ସହ ବହୁ ଭାରତୀୟ ଜନତା ପାର୍ଟିର ମହିଳା କର୍ମୀ ଯୋଗ ଦେଇଥିଲେ l

ମସିହା ନିୟୂଜ୍ ସର୍ଭିସ୍ 

Related posts

କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ ଦଶମ ଶ୍ରେଣୀ (ICSE)ପରୀକ୍ଷା ଫଳ ପ୍ରକାଶିତ 

masiha

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

Sunil Chandra Nayak

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ ଓ ବୈଠକ

masiha

Leave a Comment

error: Content is protected !!