ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଥାନାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପହଞ୍ଚି ସମସ୍ତଙ୍କୁ ରକ୍ଷା ବନ୍ଧନ ଅବସରରେ ରାକ୍ଷୀ ପିନ୍ଧାଇଲେ 

ବନ୍ଧୁଗାଁ ଥାନାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପହଞ୍ଚି ସମସ୍ତଙ୍କୁ ରକ୍ଷା ବନ୍ଧନ ଅବସରରେ ରାକ୍ଷୀ ପିନ୍ଧାଇଲେ 

ବନ୍ଧୁଗାଁ ତା ୧୯/୮/୨୪ ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ପାଇଁ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ପୋଲିସ ଥାନାରେ ପହଞ୍ଚି ଥାନା ଆଇ ଆଇ ସି ଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି । ଆଜି ଦିନ ୧ ଘଣ୍ଟା ସମୟରେ ହଠାତ ନିଜ ଗାଡିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପହଞ୍ଚିବା ପରେ ଆଇ ଆଇ ସି ପ୍ରସନ୍ନ କୁମାର ମିଶ୍ର, ଏସ ଆଇ ବିଜୟ ରାଜ ମାଝି, ଏ ଏସ ଆଇ ବି ଟି ସାଧୁ ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ବସାଇ ମୁଣ୍ତରେ ସିନ୍ଦୁର, ହାତରେ ରାକ୍ଷୀ ଓ ମିଠା ଖୁଆଇ ଆଶୀର୍ବାଦ ନେବା ଶହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଡ. ଭୀମରାଓ ବାବାସାହେବ ଆମ୍ବେଦକର ପାଠାଗାର ଉଦଘାଟନ୍ 

masiha

ଜାତୀୟ ସ୍ତରୀୟ ଧର୍ତି ଆବା ଜନଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ସଫଳତା

Sunil Chandra Nayak

ତେନ୍ତୁଳିଖୁଣ୍ଟି ର ୬ଟି ଗୀର୍ଜା କୁ ମୁଖ୍ୟ ମନ୍ତ୍ରୀ ଙ୍କ ଅନୁଦାନ, ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କଲେ ଖ୍ରୀଷ୍ଟ ବିଶ୍ୱାସୀ

Sunil Chandra Nayak

Leave a Comment

error: Content is protected !!