ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର ଦେଲେ ଦ୍ରୁଷ୍ଟି:ପିକ୍ ନିକ୍ ସ୍ଥାନ ହେବ ଆହୁରି ସୁନ୍ଦର

 ନବରଙ୍ଗପୁର— (ମସିହା ) ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ତହସିଲ, ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ପଞ୍ଚାୟତ ର ଡେପଗୁଡ଼ା ଗ୍ରାମର ମନୋରମ ପରିବେଶ ଦେଖିଲେ ମନ ଖୁସି ହୋଇଯାଏ। ସେଠାକୁ ଗଲେ ଫେରିବାକୁ ମନ ଲାଗେନି, ଅତି ସୁନ୍ଦର ପରିବେଶ, ପୁରା ପ୍ରାକୃତିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ପିକନିକ ସ୍ଥାନ। ପ୍ରକ୍ରିତି ସୌନ୍ଦର୍ଜ୍ୟରେ ଏଠାରେ ଜନ ସଧାରଣଙ୍କର ମନ ହୋଇଯାଏ ଭରପୁର।ସରକାର ଦେଲେ ଦ୍ରୁଷ୍ଟି ଅତି କମ୍ ଖର୍ଚ୍ଚରେ ଏଠାରେ ଏକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ହୋଇ ପାରିବ।ନବରଙ୍ଗପୁର ଜିଲ୍ଲାବାସୀ ଙ୍କ ସହ ଅନ୍ୟ ଜିଲ୍ଲାରୁ ପିକ୍ ନିକ୍ ପାଇଁ ଆସି ଏହାର ମଜା ନେଇ ବହୁ ଆନନ୍ଦିତ ହୋଇ ପାରିବେ।ଏଣୁ ସରକାରଙ୍କ୍ ଦ୍ରୁଷ୍ଟି ପଡିବାକୁ ବୁଧିଜିବି ମହଲରେ ଦ୍ରୁଢ ଦାବୀ ହେଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ସହାୟତା ରେ ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଚୟନ

masiha

୧- ମୃତ ହାତୀର କଙ୍କାଳ ଉଦ୍ଧାର ,୨- ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା, ୩- ବଜ୍ରପାତରେ ଦୁଇ ଭଉଣୀ ଗୁରୁତର,୪- ମହାପଦା ଗାଁରେ ଦନ୍ତା ଆତଙ୍କ, ଦିନବେଳା ପଶୁଛି ହାତୀ, ଭାଙ୍ଗୁଛି ବାଡ଼ି ଓ କାନ୍ଥ, କୋକୂଆ ଭୟରେ ଗ୍ରାମବାସୀ,୫- ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର ବେଆଇନ ଭାବେ ଚାଲୁଛି ୩୦ ଖଣି

Sunil Chandra Nayak

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ। ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

masiha

Leave a Comment

error: Content is protected !!