ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା :ରାଜନଗର ବ୍ଲକ ଅନ୍ତର୍ଗତ ମହିଷାସୁର ପଂଚାୟତ ରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୧ତମ ବାର୍ଷିକ ଉତ୍ସବ ଲଷ୍ମୀ ନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି, ଏଇ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବନ ଖଣ୍ଡ ଅଧି କାରି ଶ୍ରୀଯୁକ୍ତ ସୁଦର୍ଶନ ଗୋପୀନାଥ ଯାଦବ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିତ ଶ୍ରୀଯୁକ୍ତ ଅତୁଲ କୁମାର ବଳ, ସନମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନ ରଞ୍ଜନ ସେଠୀ,ରାଜନଗର ଥାନା ର ଭାରପ୍ରାପ୍ତ ଥାନା ଅଧିକାରି ଶ୍ରୀଯୁକ୍ତ ଅଜୟ କୁମାର ଜେନା, ବରିଷ୍ଠ ପତ୍ରକାର ଶ୍ରୀଯୁକ୍ତ ଭାସ୍କର ରାଉତ, ଶ୍ରୀଯୁକ୍ତ ଜଗନ୍ନାଥ ଦାଶ, ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଗୋଲଖ ବିହାରୀ ଭୂୟାଁ, ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସଭା ପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ତ୍ରିପାଠୀ ଉପସ୍ଥିତ ରହି ଅଭି ଭାଷଣ ଦେଇଥିଲେ, ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ ଶ୍ରୀଯୁକ୍ତ ସୁଲେଖ ଚନ୍ଦ୍ର ବାରିକ ସରସ୍ବତୀ ଶିଶୁ ବିଦ୍ୟା ବିଦ୍ୟା ମନ୍ଦିର ର ବାର୍ଷିକ ବିବରଣୀ ପାଠ କରିଥିଲେ, ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ଭାଷଣ ପରିବେଷଣ କରା ଯାଇଥିଲା, ଏଇ ଉତ୍ସବ ରେ ବିଦ୍ୟାଳୟ ର ପଡୁଥିବା ଛାତ୍ର ଛାତ୍ରୀ ମାନଙ୍କର ଅଭି ଭାବକ ମାନେ ଉପସ୍ଥିତ ଥିଲେ, ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ କର୍ମ କରାଯାଇଥିଲା, ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ!!!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ବୋଲେର ଓ ବାଇକ ଧକ୍କାରେ ବାଇକ୍ ଚାଲକ ଘଟଣା ସ୍ଥଳରେ ମୃତ୍ୟୁ 

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର 

ବଳଭଦ୍ର ମାର୍କେଟ ଉଚ୍ଛେଦ ପ୍ରସଙ୍ଗ… ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଧାରଣା ସ୍ଥଗିତ

Sunil Chandra Nayak

Leave a Comment

error: Content is protected !!