ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ବିଧାନସଭାର ପୁନର୍ବାର ବିଜେଡିପ୍ରାର୍ଥୀ ଘୋଷଣା ପରେ ରାଉରକେଲରେ ସାରଦାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା 

ରାଉରକେଲା ବିଧାନସଭାର ପୁନର୍ବାର ବିଜେଡିପ୍ରାର୍ଥୀ ଘୋଷଣା ପରେ ରାଉରକେଲରେ ସାରଦାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା 

ରାଉରକେଲା //    ଆଜି ତା ୦୯/୦୪/୨୪ ରିଖରେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କଦ୍ଵାରା ରାଉରକେଲା ବିଧାନସଭାର ବିଜେଡି ପ୍ରାର୍ଥୀ ପୁନର୍ବାର ସାରଦା ପ୍ରସାଦ ନାୟକଙ୍କ ନାମ ଘୋଷଣା ହେବାପରେ ପ୍ରଥମକରି ଆସିଥିବା ସାରଦା ଭାଇ, ରାଉରକେଲା ଷ୍ଟେସନସ୍ଥିତ ସଂକଟମୋଚନ ବୀର ହନୁମାନଙ୍କ ମନ୍ଦିର ଠାରେ ସାରଦା ଭାଇ, ଆମର ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ,ନିଜର ପୂଜାଅର୍ଚନା କଲାପରେ ହଜାର ହଜାର କର୍ମୀମାନେ ବିରାଟ ସୋଭାଯାତ୍ରା କରି,ବିଜୁବାବୁ ଅମର ରହେ,ନବୀନ ବାବୁ ଜିନ୍ଦ।ବାଦ,ଶଙ୍ଖଚିହ୍ନ ଜିନ୍ଦବାଦ,ସମେତ ବିଭିର୍ଣ ଶ୍ରୋଗ।ନ ଦେଇ ଶୋଭାଯାତ୍ରା ବାହାର କରିଥିଲେ । ମୋହାପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସ, ବିଶ୍ରାଚ୍ଛକ ସ୍ଥିତ,ଭଗବାନ ବୀର୍ସାମୁଣ୍ଡା, ରେଲୱେ କଲୋନୀ ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ଦାସ,ଉଦିତ ନଗର ସ୍ଥିତ ସମ୍ବିଧାନ ନିର୍ମାତା ଆମ୍ବେଦକର, ପାନପୋଷସ୍ଥିତ ଜାତିର ପିତା ମୋହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶେଷରେ ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତିରେ ମ।ଲ୍ୟ।ର୍ପଣ କରି ରାଉରକେଲାର ବିକାଶର ରଥ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବା,ଓ ଦୁଇଟି ଶଙ୍ଖଚିହ୍ନକୁ ବିଜୟୀ କରାଇବାପାଇଁ ଦୁଇଜଣ ପ୍ରାର୍ଥୀ ଜନସମାବେଶଙ୍କୁ ନିବେଦନ କରିଥିଲେ। ଶୋଭାଯାତ୍ରା ସମୟରେ ବିଭିର୍ଣ ଜାଗାରେ ସାଧାରଣ ଲୋକମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜିର କର୍ଜ୍ୟକ୍ରମ ନଗର ସଭାପତି ଗଗନ ପଣ୍ଡା,ଜିଲ୍ଲା ସଭାପତି ହଳୁମୁଣ୍ଡାରୀ,ଜିଲ୍ଲା ଉପସଭାପତି ସୁଦାମ ଦାଶ,ଜୟନ୍ତ କୁମାର ମିଶ୍ର,ଯୁବନେତା ବିଭୁତି ପୁହାଣ,ବୁବୁଲି ରାଉତ,ଡି ଅଭିକ କୁମାର,ଛାତ୍ରନେତା ରଣପ୍ରତାପ ସିଂହ, ପୂର୍ବତନ ପୌରଧକ୍ଷା ରଶ୍ମୀବ।ଳା ମିଶ୍ର, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଆରତି ଚୌଧୁରୀ,ଜୋନ କର୍ଜୟକାରୀ ସଭାନେତ୍ରୀ ସନ୍ଧ୍ୟା ଲ।କ୍ରା, ରାଜ୍ୟ ଆଇନିଜୀବୀ ଉପସଭାପତି ସନ୍ତୋଷ ନାୟକ,ସଭାନେତ୍ରୀ ଜୋଷଣା ନାୟକ, ଅନୁପମ ରାୟ, ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି, ଆଲୋକ ଚନ୍ଦ୍ର ବୋସ, ବୁଲୁ ମହାନ୍ତି,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାଶ ସ୍ଵାଇଁ,ଦୁସମନ୍ତ ରାଉତରାୟ,ସୁଶାନ୍ତ ଦାସ,ରଞ୍ଜନ ନାୟକ,ବ୍ରିଜେଶ ମାହାତୋ,ବିକାଶ ଜେନା, ପପୁ ଜୟସ୍ଵଳ,ପିଙ୍କୁ ଜୟସ୍ଵଳ,ମୀନକେତନ ନାୟକ,ଶରତ ବିଶ୍ଵାଳ, ଶ୍ରୀଚରଣ ମହାନ୍ତି, ଶିଧିନାଥ ଜ୍ଯୋତିଷ,ଅଭୟ ଦାସ, ଅକ୍ଷୟ ନାୟକ,ଗଣେଶ ଭୂୟାଁ,ଡା ଅନିଲ ଜେନା,ସୁରେଶ ମାଝି,ରାଜକିଶୋର ମିଶ୍ର,ବାବୁଲି ଦାସ,ମୂନା ସାମଲ,ରାଜେନ୍ଦ୍ର ଲେଙ୍କା, ବିକ୍ରମ ଟପ୍ପୋ,ସୁନ୍ଦରଗଡ ଜିଲ୍ଲାପରିଷଦ ଉପସଭାପତି କାମଲ ଲକ୍ରା,ସାଞ୍ଜୁ ସାମଲ,ସୁଧାଂଶୁ ସାମଲ,ଐର ମହାନ୍ତି,ଲିଟୁ ପୁହାଣ,ସଞ୍ଜୟ ବବୁତ।,ନରତୋମ ସାମଲ,ଅକ୍ଷୟ ରାଉତ,ଅକ୍ଷୟ ଜେନା,ହରମୋନ ମୋହାପାତ୍ର,ସୁନୀଲ ଚୌରସିଆ,ବିନୋଦ ସାହୁ,ନୀରଜ ସାହୁ,ସନ୍ତୋଷ ସାହୁ,ଚନ୍ଦ୍ର ଶେଖର ବର୍ମା,ପ୍ରଶାନ୍ତ ନାୟକ, ତ।ରେଣୀ ଶେଠୀ,ରୀତାର।ଣୀ ମିଶ୍ର,କବିତା ରଥ,ରସମିତ। ମିଶ୍ର,ବୀଣାପାଣି ମୋହାପାତ୍ର,ଆରତି ସାହୁ,ନୀଳିମା ସାହୁ, ପ୍ରମୁଖ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ କାଟ କୁ ନେଇ ପ୍ରତିବାଦ ସଭା

Sunil Chandra Nayak

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

masiha

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!