ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରୟୋଗଶାଳା ଲିଙ୍କରେ ଖଣି ସଚିବଙ୍କ କିରାଣୀ  ? 

ପ୍ରୟୋଗଶାଳା ଲିଙ୍କରେ ଖଣି ସଚିବଙ୍କ କିରାଣୀ  ? 

ଭୁବନେଶ୍ୱର:-ରାଜ୍ୟର ଯୋଡ଼ା ପ୍ରୟୋଗଶାଳା ଏବଂ କୋଇଡା ମଣ୍ଡଳର ଲୁହାପଥର ସ୍କାମରେ ରାଜଧାନୀ ଲିଙ୍କ। ତେବେ ଏଠାକାର ଲୁହାପଥର ଦୁର୍ନୀତି ହେଉ’ଅବା ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ହେଉଥିବା ଦୁର୍ନୀତିର ଅଧେ ଭାଗ କୁଆଡେ ରାଜଧାନୀର ପ୍ରମୁଖ କେତେକ ବିଭାଗର ବିଭାଗୀୟଙ୍କ ପକେଟରେ ପ୍ରତିମାସ ହେଲେ ସହଜରେ ପହଁଞ୍ଚିଯାଉଛି ବୋଲି ଶୁଣିବାକୁ ମିଳେ ।ସେଭଳି ରାଜଧାନୀ ସଚିବାଳୟର ଖଣି ସଚିବଙ୍କ ବରିଷ୍ଠ କିରାଣୀ ପ୍ରିତମ କୁମାର ମାଲିକ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ରହି, ଏବେ ସ୍କାନରକୁ ଆସିଥିବା ଜଣାପଡିଛି।ତେବେ ଯୋଡ଼ା ପ୍ରୟୋଗଶାଳାରେ ରାଜ୍ୟର ଲୁହାପଥର ଗ୍ରେଡ଼ଚୋର କରୁଥିବା ଖୋଦ ଡ଼ିଡ଼ିସିଏ ଦାସମାତ ସୋରେନ,ଆସିଷ୍ଟାଣ୍ଟ କେମିଷ୍ଟ ମୁରଲୀ ଏବଂ ସସ୍ମିତା ବେହେରାର ନାନାଦି କେଳାଙ୍କାରୀ ସଚିବାଳୟର କିରାଣୀ ପ୍ରିତମ’ର ସହ ଯୋଡ଼ା ଲାବୋରଟରୀ ଲିଙ୍କ ରହିଥିବାରୁ ସଚିବଙ୍କ ନିକଟରେ ଦୁର୍ନୀତିର କଳାଚିଠା ପହଁଞ୍ଚିବା ସହଜ ହେଉ ପାରୁନାହିଁ,ରାଜ୍ୟର ଯେତେକ ପ୍ରମୁଖ ଓଡ଼ିଆ ଦୈନିକ ସମ୍ବାଦ ପତ୍ରରେ ଦୀର୍ଘଦିନ ଧରି ଖବର ପ୍ରକାଶ ପାଉଥିଲେ ମଧ୍ୟ ବୋଲି ପ୍ରମାଣ ହୁଏ।ତେବେ ଏପରିପେକ୍ଷରେ ଦେଖିବାକୁ ଗଲେ ଯୋଡ଼ା ପ୍ରୟୋଗଶାଳା ସହ ସଚିବାଳୟର କିରାଣୀ ପ୍ରିତମ କୁମାର ମାଲିକର ଲିଙ୍କ ଠାରୁ ଆରମ୍ଭ କରି ଗୋଟିଏ ସ୍ଥାନରେ ପ୍ରିତମ ଦୀର୍ଘଦିନ ଧରି ରହିବାର ସନ୍ଧାନ ଖୁଲାସା କଣ ବାହାରୁଛି ଯାହା ଅଳ୍ପ ଦିନ ସମୟ ମଧ୍ୟରେ ଆଉ ଏକ ଅନୀତି’ଦୁର୍ନୀତିର ରହସ୍ୟର ପର୍ଦ୍ଦା ଖୋଲିବା ଅପେକ୍ଷାରେ ସମଗ୍ର ରାଜ୍ୟବାସୀ ବୋଲି ଜାଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ସିକେରକୁପା ଓ ବିଜେପୁର ସେକ୍ସନରେ ମହାଦୁର୍ନୀତି ଅଭିଯୋଗ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଲୋକେ 

masiha

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ 

masiha

ନୂଆପଡା ଜିଲ୍ଳାରେ ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!