ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଖଣ୍ଡି ହାତୀ ଆତଙ୍କ 

ଝାଡଖଣ୍ଡି ହାତୀ ଆତଙ୍କ 

ବସ୍ତା,23/08 : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଆଜି ପୁରୁଷୋତ୍ତମପୁର ଗ୍ରାମରେ ଝାଡଖଣ୍ଡି ହାତୀ ଆତଙ୍କ ଦେଖିବାକୁ ମିଳିଥିଲା l ସୂଚନା ଅନୁଯାୟୀ ହାତୀଟି ଆଜି ଅପରାହ୍ନ 4 ଟା ସମୟରେ ଏହି ଗ୍ରାମରେ ପ୍ରବେଶ କରିଥିଲା l ଫଳରେ ଗ୍ରାମରେ ଥିବା ଲୋକଙ୍କ ଧାନ ଚାଉଳ ନଷ୍ଟ କରିବା କରିବା ସହିତ ଘର ଏବଂ ଗଛ ପତ୍ର ଭାଙ୍ଗି ଥିଲା l ତେବେ ଖବର ପାଇ ବନ ବିଭାଗ ଓ ସ୍ଥାନୀୟ ଲୋକେ ମିଶି ହାତୀଟିକୁ ପାଖ ଜଙ୍ଗଲକୁ ଛାଡି ଥିବା ଜଣାଯାଇଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପ୍ରତ୍ୟେକ ଶିଶୁ ଗୁରୁତ୍ଵପୂର୍ଣ୍ଣ ଉପରେ ତାଲିମ 

Sunil Chandra Nayak

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ

masiha

ରାଜ୍ୟସ୍ତରରେ ପୁଣି ନୂଆପଡ଼ା ଜିଲ୍ଲାର କୃତିତ୍ୱ: ପରିବାର ନିୟୋଜନ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!