ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଖଣ୍ଡି ହାତୀ ଆତଙ୍କ 

ଝାଡଖଣ୍ଡି ହାତୀ ଆତଙ୍କ 

ବସ୍ତା,23/08 : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଆଜି ପୁରୁଷୋତ୍ତମପୁର ଗ୍ରାମରେ ଝାଡଖଣ୍ଡି ହାତୀ ଆତଙ୍କ ଦେଖିବାକୁ ମିଳିଥିଲା l ସୂଚନା ଅନୁଯାୟୀ ହାତୀଟି ଆଜି ଅପରାହ୍ନ 4 ଟା ସମୟରେ ଏହି ଗ୍ରାମରେ ପ୍ରବେଶ କରିଥିଲା l ଫଳରେ ଗ୍ରାମରେ ଥିବା ଲୋକଙ୍କ ଧାନ ଚାଉଳ ନଷ୍ଟ କରିବା କରିବା ସହିତ ଘର ଏବଂ ଗଛ ପତ୍ର ଭାଙ୍ଗି ଥିଲା l ତେବେ ଖବର ପାଇ ବନ ବିଭାଗ ଓ ସ୍ଥାନୀୟ ଲୋକେ ମିଶି ହାତୀଟିକୁ ପାଖ ଜଙ୍ଗଲକୁ ଛାଡି ଥିବା ଜଣାଯାଇଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଯୋଗ ଗୁରୁ ରାଜେଶ ଙ୍କୁ ବିଦ୍ୟା ବାଚସପତି (ହୋନରୀ ଡ଼କ୍ଟରଟ ସମ୍ମାନ ପ୍ରାପ୍ତ 

masiha

ବ୍ଲକ ଓ ଏନଏସି ସ୍ତରୀୟ ଡା,ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

35 glorious years of Vani Vihar, 89th Alumni Association meet organized.

masiha

Leave a Comment

error: Content is protected !!