ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସ୍ବାସ୍ଥ୍ୟ ସମସ୍ୟା, ମୁମ୍ବାଇ ଠାରେ ଚିକିତ୍ସା ପାଇଁ ଆକାଶ ମାର୍ଗ ରେ ସ୍ଥାନାନ୍ତରିତ 

ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସ୍ବାସ୍ଥ୍ୟ ସମସ୍ୟା, ମୁମ୍ବାଇ ଠାରେ ଚିକିତ୍ସା ପାଇଁ ଆକାଶ ମାର୍ଗ ରେ ସ୍ଥାନାନ୍ତରିତ 

ନୂଆପଡା,କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି। ଭୁବନେଶ୍ୱର ଠାରେ ଦଳୟୀ ବୈଠକ ରେ ଯୋଗ ଦେଇଥିବା ବେଳେ ସ୍ବାସ୍ଥ୍ୟ ର ସାଧାରଣ ଚିକିତ୍ସା ପାଇଁ ଭୁବନେଶ୍ବର ଏମସ କୁ ଯାଇଥିଲେ। ସେଠାରେ ତାଙ୍କ ହୃଦୟ ରେ ବ୍ଲକେଜ ଥିବା ଜାଣିବାକୁ ପାଇଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପାରେ ଭୁବନେଶ୍ବର ରୁ ମୁମ୍ବାଇ କୁ ଆକାଶ ମାର୍ଗ ରେ ସ୍ଥାନାନ୍ତରିତ କରାଯାଇଅଛି। ମୁମ୍ବାଇରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରକାଶ କରିଛନ୍ତି।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସିବିଏସଇ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ଆଣିଲେ ଆଦିବାସୀ ଝିଅ ତନ୍ମୟୀ 

Sunil Chandra Nayak

ଏସଆଇଆର୍ ଆରମ୍ଭ ; ଉପଖଣ୍ଡ ପ୍ରଶାସନ ପକ୍ଷରୁ ସଚେତନତା

ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା* *ରାଜ୍ୟସ୍ତରୀୟ ଗୀତା ଆବୃତ୍ତି

Sunil Chandra Nayak

Leave a Comment

error: Content is protected !!