ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ଠାରେ ଜିଲା ଭାଜପା କୃଷକ ମୋର୍ଚ୍ଚା ବୈଠକ 

ଡାବୁଗାଁ ଠାରେ ଜିଲା ଭାଜପା କୃଷକ ମୋର୍ଚ୍ଚା ବୈଠକ 

ଡାବୁଗାଁ, ୩/୯ (ମ.ନି.ସ.):- ନବରଙ୍ଗପୁର ଜିଲା ଡାବୁଗାଁ ଠାରେ ଭାଜପା କୃଷକ ମୋର୍ଚ୍ଚା ପଦାଧିକାରୀ ବୈଠକ ଜିଲା ସଭାପତି ସୋନା ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଭଜପା ତରଫରୁ ଚାଲିଥିବା ସଦସ୍ୟତା ଅଭିଯାନ ରେ କିପରି ଭାବେ ଅଧିକ ରୁ ଅଧିକ କୃଷକ ମାନଙ୍କୁ ଭାରତୀୟ ଜନତା ପାର୍ଟିରେ ସାମିଲ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ଅବସରରେ ନବରଙ୍ଗପୁର ଲୋକ ସଭା ପ୍ରଭାରୀ ମନିଜର ଆର୍ଯ୍ୟ, ରାଜ୍ୟ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ଭାଜପା ଜିଲା ସମ୍ପାଦକ ଅରୁଣ ପ୍ରସନ୍ନ ନାୟକ, ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ କଲାର ଏବଂ ରମାପତି ବିଶୋୟୀ ଉପସ୍ଥିତ ଥିଲେ । କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାବୁଗାଁ ମଣ୍ଡଳ ଉପ ସଭାପତି ବଣ୍ଟି ସିଂ, ହରି ପାଣିଗ୍ରାହୀ, ଏକାମ୍ର ବିଶୋୟୀ, ସୁଧାଂଶୁ ବିଶୋୟୀ, କିରଣ ରାଓ, ଗୁରୁବାରୁ ମାଝୀ, କୃଷ୍ଣ ଭତ୍ରା, ଦିନେଶ ସିଂ, ଆସ୍ତାମା ଗୌଡ, ହରିହର ଡଙ୍ଗରୀ, ମାନସାଏ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନଜାତି ସମ୍ପ୍ରଦାୟ ସଂଖ୍ୟା କୁ କେନ୍ଦ୍ର କରି କନ୍ଧମାଳ ବି ଜେ ଡି ରେ ହାଟ୍ଟୋ ଗୋଳ ! ଧାରଣା ଦେବା ଓ ବିକ୍ଷୋଭ କରିବା ଭୁଲିଗଲେ 

Sunil Chandra Nayak

ପଟାମୁଣ୍ଡାଇ ବ୍ଲକ ର ଖଣତା ଓ ଓଉପଦା ଗ୍ରାମ ପଂଚାୟତ ରେ ବିଜେଡି ବନ୍ଧୁମିଳନ ଉତ୍ସବ 

masiha

କନ୍ଧମାଳରୁ ମୋଦୀଙ୍କ ଦମ୍ଭୋକ୍ତି : ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍‌‌ ସରକାର: ‘ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲାର ନାଁ କୁହନ୍ତୁ’

masiha

Leave a Comment

error: Content is protected !!