ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ 

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ 

ବିଜେଡି ରୁ ଇସ୍ତପା ଦେଇ ଭାରତୀୟ ଜନତା ପାର୍ଟି (ଭାଜପା )ରେ ଯୋଗଦାନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ I ନୂଆ ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟlଳୟ ଠାରେ ବହୁ ବରିଷ୍ଠ କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଯୋଗଦାନ କରିଛନ୍ତି l ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭାଜପା କୁ କିପରି ଆହୁରି ସୁଦୃଢ କରିବାପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବି ଓ ଭାରତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଜୀ ଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାଜପା ରେ ଯୋଗ ଦାନ କରିଥିବା ସେ କହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଯେ,ମୋ ପାଇଁ ଦେଶ ସର୍ବୋପରି l ମୋ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବି l

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ମଦ ଦୁର୍ନୀତି ଓ କଳାଟଙ୍କା ଜବତ ଘଟଣା , ରାହୁଳ ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ କଲା ବସ୍ତା ବିଜେପି

masiha

ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ 

masiha

ରାଉରକେଲା ବିଜେପିରୁ ପ୍ରକାଶ ପାଶ୍ୱାନଙ୍କ ନିଲମ୍ବନ

Sunil Chandra Nayak

Leave a Comment

error: Content is protected !!