ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବନ୍ଧୁଗାଁରେ ସ୍ତାନେ ସ୍ତାନେ ପାଳିଲେ ଗଣେଶ ପୂଜା 

ବନ୍ଧୁଗାଁରେ ସ୍ତାନେ ସ୍ତାନେ ପାଳିଲେ ଗଣେଶ ପୂଜା 

ବନ୍ଧୁଗାଁ ତା, ୭/୯/୨୪, ପାଠ ପଢୁଥିବା ଛାତ୍ରଛାତ୍ରୀ ଓ କୁନି କୁନି ପିଲାଛୁଆ ବହୁତ ଭଲ ପାଇଥାନ୍ତି ଶ୍ରୀ ଗଣେଶଙ୍କୁ I କାରଣ ଶ୍ରୀ ଗଣେଶ ହିଁ ପାଠ ଓ ବୁଦ୍ଧି ର ଗନ୍ତା ଘର ରୂପରେ ପରିଚିତ ହୋଇଛନ୍ତି I ଏଁଣୁକରୀ ଶ୍ରୀ ଗଣେଶ ଭଗବାନ ସମସ୍ତ ସ୍ଥାନରେ କୁନି କୁନି ପିଲାଛୁଆଙ୍କ ସହ ମିଶି ମଜ ମସ୍ତି କରିଥାନ୍ତି I ଶ୍ରୀ ଗଣେଶ ହେଉଛନ୍ତି ମାତା ପାର୍ବତି ପିତା ଶ୍ରୀ ଈଶ୍ଵର ଙ୍କ ଦ୍ୱିତୀୟ ସନ୍ତାନ ଅଟନ୍ତି I ପରନ୍ତୁ ଶ୍ରୀ ଗଣେଶ ଦ୍ୱିତୀୟ ସନ୍ତାନ ହୋଇ ମଧ୍ୟ ବୋଡିବାଇ ବଳରାମଙ୍କ ଠୁ ବୁଦ୍ଧି ଓ ଜ୍ଞାନନରେ ବହୁତ ଆଗରେ ଥାନ୍ତି I ପାଠ ପଢୁଥିବା ପିଲାଙ୍କ ପାଇଁ ବୁଦ୍ଧିରେ ଆବଶ୍ୟକ ହେତୁ ଶ୍ରୀ ଗଣେଶ ଭୋଗ ବାନଙ୍କୁ ଆଜିକା ଦିନରେ ଗାଁ ଗୋହଳିରେ, ପ୍ରତ୍ୟକ ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଓ ବେସରକାରୀ କର୍ମଚାରି ହଉ କି ବେ ସରକାରୀ ଓ ଗ୍ରାମର ଯୁବକ ଦଳର ପିଲାଏଁ ରାସ୍ତା କୋଡ଼ ମାନଙ୍କରେ ମଧ୍ୟ ଶ୍ରୀ ଗଣେଶ ଭଗବାନଙ୍କୁ ପୂଜା କରି କିଏ ୩ ଦିନ, ତ କିଏ ୭ ଆଉ କିଏ ୯ ଦିନ ରଖି ଶ୍ରୀଗଣେଶ ଙ୍କୁ ରଖିବା ପାଇଁ କିଏ ତ ମେଡ କିଏ ତ ଚପର ସହ ଲୁଗା ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ପାଇଁ ସୁନ୍ଦର କପଡା ଓ ରାତ୍ର ସମୟରେ ସୁନ୍ଦର ଦେଖାଯିବା ପାଇଁ ଦାମୀ ଦାମୀ ରଙ୍ଗ ବେରଙ୍ଗର ଲିଚୁ ମାଳ ଓ ଭିତର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଭଲ ଦାମୀର ହାଲଯେନ ଓ ହାତ ତିଆରି ସୋଲକାଟି ସାଇଡ ର ସୁନ୍ଧର ପାଇଁ ସଲ ଉପରେ ଭୋଲେ ଭାଳି ଚିତ୍ର ଆଙ୍କି ଗଣେଶ ଭୋଗବାନଙ୍କ ଚାରିପାଖ ଓ ତାଙ୍କ ସାମନ୍ନାରେ ଅନେକ ରଙ୍ଗରେ ମିଶ୍ରତ ର ଝୁଟି ପକା ଯାଇ ସ୍ୱାଗତ ମଧ୍ୟ ଲେଖାଯାଇ ଥାଏ I ଏହିପରି ଭାବରେ ଗଣେଶଙ୍କୁ ପୂଜା କୋରାଯାଇ ରଖି ନାଚଗୀତ ଓ ଅନେକ ଖୁସି ସହ ରାତ୍ର ସମୟରେ ପ୍ରସାଦ ସେବନ ଓ ଅନଦାନ ଭୋଜନର ପାଇଁ ମଧ୍ୟ ସ୍ଥିର କୋରାଯାଇଥାଏ I ଏଥିସହ ରାତ୍ର ସମୟରେ ପିଲାଙ୍କ ପାଇଁ ଡେନ୍ସର ପ୍ରଗ୍ରାମ ମଧ୍ୟ ଆୟୋଜନ କରି ଅଞ୍ଚଳବାସୀଙ୍କୁ ଉତ୍ସାହ କରିଥାନ୍ତି ଗଣେଶ ପୂଜା କରୁଥିବା ଯୁବଗୋଷ୍ଟି ପିଲା ମାନେ I ବର୍ଷକୁ ଥରେ ଆସେ ତେହିଁ ଗଣେଶ ପୂଜା I ତେଣୁକରି ରାତ୍ର ସମୟରେ ଡିଜେ ମଧ୍ୟ ଲଗେଇ ରାସ୍ତାର ଧୂଳି ଉଡେଇବା ପରି ନାଚ କରି ଖୁସିରେ ଶ୍ରୀ ଗଣେଶଙ୍କୁ ଭସାଇ ଥାନ୍ତି I 

ବନ୍ଧୁଗାଁରୁ ସଞ୍ଜୀବ କୁମାର ବାଙ୍ଗାରୀ ଙ୍କ ରିପୋର୍ଟ 

Related posts

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

masiha

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

ଶାରଦୀୟ ଦୂର୍ଗା ପୂଜା ପାଇଁ ସହର ଉତ୍ସବ ମୁଖର 

Sunil Chandra Nayak

Leave a Comment

error: Content is protected !!