ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

ପୂର୍ବତନ ସାଂସଦ ତଥା ପୂର୍ଵତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଆଜି ସ୍ବାସ୍ଥ୍ୟ ସମସ୍ୟା ରୁ ଆରୋଗ୍ୟ ଲାଭ କରି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଆଜି ସ୍ବାସ୍ଥ୍ୟ ସମସ୍ୟା ରୁ ଆରୋଗ୍ୟ ଲାଭ କରି ନିଜ ଘର ନୂଆପଡା କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁମ୍ବାଇ ଠାରେ ହୃଦୟର ଅସ୍ତ୍ରୋପଚାର କରି ନିଜ ଘର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବହୁ କର୍ମୀ, ପରିବାର ବର୍ଗ, ସମ୍ପର୍କୀୟ ମାନେ ଆସି ସାକ୍ଷାତ କରି ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ପୂର୍ଣ୍ଣ ରୂପେ ସୁସ୍ଥ ଥିବା ସେ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ସାଇକେଲ ରାଲି ଅନୁଷ୍ଠିତ।

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ବିନ୍ଦୁ ମହାନନ୍ଦ

Sunil Chandra Nayak

ଏନ୍ଆଇଟି ରାଉରକେଲା ସ୍ୱାସ୍ଥ୍ୟସେବା ପ୍ରୟୋଗ ପାଇଁ ସ୍ଥାୟୀ ଜୈବ-କମ୍ପୋଜିଟ୍ ଫିଲ୍ମ ତିଆରି କରିଛି

Sunil Chandra Nayak

Leave a Comment

error: Content is protected !!